Browsing Tag

duduka news

ଅବସରପ୍ରାପ୍ତ ଯବାନଙ୍କୁ ଜନ୍ମମାଟିରେ ଭବ୍ୟ ସ୍ୱାଗତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ରିନବଚନ ପଞ୍ଚାୟତ ଉଚ୍ଚବାହାଲ ଗ୍ରାମରେ ଜନ୍ମିତ ସୁରେନ୍ଦ୍ର ଦୋରା ଯବାନ ଭାବେ ୨୦୦୦ ମସିହାରୁ ଗତ ୨୨ ବର୍ଷ ଧରି ଦେଶ ମାତୃକାର ସେବା କରି ଅବସର ନେଇଛନ୍ତି । ଗୁରୁବାରରୁ ସେ ଗାଁକୁ ଫେରିଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଇଚ୍ଛାପୁରଠାରୁ
Read More...

ଛେଲଖାଇରେ ଲାଗିଲା ନୂଆ ଟ୍ରାନ୍ସଫର୍ମର

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ରୋତ୍‌ ପଞ୍ଚାୟତ ଛେଲଖାଇ କ୍ଲବପଡା, ହରିଜନପଡାରେ ଥିବା ଟ୍ରାନ୍ସଫର୍ମର ଅଚଳ ହୋଇଥିଲା । ସାତଦିନ ହେଲା ପଡାବାସୀ ଅନ୍ଧାରରେ ରହିଥିଲେ । ଏନେଇ ଲୋକମାନେ ଆଗଲପୁର ବିଦ୍ୟୁତ ବିଭାଗ ଜେଇଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଚଳ ଟ୍ରାନ୍ସଫର୍ମରକୁ ହଟାଯାଇ
Read More...

ଡୁଡୁକାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ

ଡୁଡୁକା : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଡୁଡୁକା କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଡୁଡୁକାରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ସରପଞ୍ଚ ଅଶୋକ ପଟେଲ,
Read More...

୫ଟି ଯୋଜନାରେ ସାମିଲ ହେଲା ଆଗଲପୁରର ୮ ଗୋଟି ସ୍କୁଲ

ଡୁଡୁକା, (କେପିଏନ୍‌ଏସ୍‌) : ଆଗେଲପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ପୁଣି ୮ଟି ହାଇସ୍କୁଲକୁ ୫ଟି ଯୋଜନାରେ ସାମିଲ କରାଯାଇଛି । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ତାଲିକ ପ୍ରକାଶ ପାଇଛି । ଏଥିରେ ଡୁଡୁକା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲ, ସାଲେଭଟା ଉତ୍କଳମଣି ହାଇସ୍କୁଲ, ରୋତ ପଞ୍ଚାୟତ
Read More...

ପଟୁଆପାଲି ହାଇସ୍କୁଲରେ ବନମହୋତ୍ସବ ପାଳିତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ପଟୁଆପାଲି ପଲ୍ଲୀ ବିକାଶ ହାଇସ୍କୁଲ ପ୍ରଧାନ ଶିକ୍ଷଖ ପ୍ରଶାନ୍ତ ପ୍ରଧାନଙ୍କ ତତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଓଷ୍ଟାର ପୂର୍ବ ସଭାପତି ପୁରନ୍ଦର ଦାସ ମୁଖ୍ୟ ଅତିଥି, ପଟୁଆପାଲି ସରପଞ୍ଚ ତଥା ବିଦ୍ୟାଳୟ
Read More...

ଡୁଡୁକା ପେକ୍ସ ନିର୍ବାଚନ ଫଳାଫଳ ଘୋଷିତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା ପେକ୍ସ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ମୋଟ ୧୩ଟି ନିର୍ଦ୍ଦେଶକ ପଦ ମଧ୍ୟରୁ ୪ଟିରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୯ଟି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରାର୍ଥୀମାନେ ଧର୍ମଗୋଳାରେ ବିଜୟୀ
Read More...

ଭରସୁଜା ବସଷ୍ଟାଣ୍ଡ ଅଞ୍ଚଳକୁ କାବୁ କରି ନେଇଛି ସଟ୍ଟା : ପୋଲିସ ଚୁପ୍‌

ଡୁଡୁକା, (ସୁଶୀଳ କୁମାର ମିଶ୍ର) : ଦୀର୍ଘ ବର୍ଷ ହେଲା ସଟ୍ଟା ମାଫିଆଙ୍କ କବଳରେ ଭରସୁଜା ବସଷ୍ଟାଣ୍ଡ ରହିିଛି । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ବ୍ଲକର ଯୁବପିଢି ଏହି କାରବାରରେ ଲିପ୍ତ ରହୁଛନ୍ତି । ମାଫିଆମାନେ ଏହି ଜୁଆଖେଳ ଜାରି ରଖିଥିବା ବେଳେ ପୁଲିସ ପ୍ରଶାସନ ନିରବ ରହିବା ସମସ୍ତଙ୍କୁ
Read More...

ସାମାନ୍ୟ ବର୍ଷା ପରେ କମିଛି ଗରମ

ଡୁଡୁକା, (ସୁଶୀଳ କୁମାର ମିଶ୍ର) : କିଛି ଦିନର ଅସମ୍ଭାଳ ଗରମ ଓ ଗୁଳୁଗୁଳିରୁ ଗତକାଲି ଆଗଲପୁର ବ୍ଲକ ଡୁଡୁକାବାସୀଙ୍କୁ ମିଳିଛି ଟିକେ ଆସ୍ୱସ୍ତି । ଗତକାଲି ସଂନ୍ଧ୍ୟା ସମୟରେ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇଛି । ଗତକାଲି ତାପମାତ୍ରା ୪୨ ଡିଗ୍ରୀ ରହିଥିବା ବେଳେ ହଠାତ୍‌ କାଳବୈଶାଖୀ
Read More...

ଗଛଲଗାଇ ଜନ୍ମଦିନ ପାଳିଲେ ଛାତ୍ରୀ

ଡୁଡୁକା, (କେପିଏନ୍‌ଏସ୍‌) : ୫୦ଟି ଗଛ ଲଗାଇ ଜନ୍ମଦିନ ପାଳନ କରିଛନ୍ତି ଆଗଲପୁର ବ୍ଲକ ଭରସୁଜା ଗ୍ରାମର କରୁଣାକର ପାତ୍ର ଓ ରଞ୍ଜିତା ପାତ୍ରଙ୍କ ୧୨ ବର୍ଷର ଝିଅ ପ୍ରାଚୀ ପ୍ରିୟଦର୍ଶନୀ ପାତ୍ର । ପ୍ରାଚୀ ୨ ବର୍ଷ ବୟସରୁ ପରିବେଶ ପ୍ରେମରେ ପଡି ପ୍ରତିବର୍ଷ ନିଜ ଜନ୍ମଦିନରେ ବୃଷରୋପଣ କରନ୍ତି ।
Read More...

ଭରସୁଜା ଛେଲିଆପାଟ ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ଡୁଡୁକା, (କେପିଏନ୍‌ଏସ୍‌) : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ଆଗଲପୁୂର ବ୍ଲକ ଭରସୁଜା ଛେଲିଆପାଟ ନୋଡାଲ ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍କୁଲ ପକ୍ଷରୁ ଇକୋକ୍ଲବ
Read More...