Browsing Tag

duduka news

ନୂତନ କଲେଜ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ରୋତ କଲେଜର ନୂତନ ଅଧ୍ୟକ୍ଷ ଭାବେ ବରିଷ୍ଠ ଅଧ୍ୟାପକ ସନ୍ତୋଷ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ଅଧ୍ୟକ୍ଷ ଗଣେଶ ଦାସଙ୍କୁ ବରଗଡ ଜିଲ୍ଲା ସୋହେଲା କଲେଜକୁ ବଦଳି କରାଯାଇଛି । ସୋମବାର ଶ୍ରୀ ରଥଙ୍କୁ କଲେଜର ଅଧ୍ୟାପକ, କର୍ମଚାରୀ ଓ
Read More...

ତାଲା ଭାଙ୍ଗି ପିଡିଏସ୍‌ ଚାଉଳ ଚୋରି ଅଭିଯୋଗ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ମୁର୍ଷୁଣ୍ଡ ପଞ୍ଚାୟତ ଗୋଦାମରୁ ରବିବାର ରାତିରେ ତାଲା ଭାଙ୍ଗି ପିଡିଏସ୍‌ ଚାଉଳ ଚୋରି ହୋଇଥିବା ନେଇ ଯୋଗାଣ ସହାୟକ ରୋହିତ ସେଠ ସାଲେଭଟା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କେସ୍‌ ନଂ୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ
Read More...

ଡୁଡୁକା ପଞ୍ଚାୟତର ବୈଠକ

ଡୁଡୁକା, (କେପିଏନ୍‌ଏସ୍‌) : ଡୁଡୁକା ପଞ୍ଚାୟତ ସଭାଗୃହରେ ପଞ୍ଚାୟତର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅଶୋକ ପଟେଲ ଏଥିରେ ଅଧ୍ୟକ୍ଷତା କରି ଉନ୍ନତିମୂଳକ କାମ ସ୍ୱଚ୍ଛତା ପାନୀୟ ଜଳ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ୫ଟି ସ୍କୁଲ ପରିଦର୍ଶନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତରେ ୫ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଥିବା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସ୍କୁଲରେ ନିର୍ମାଣାଧୀନ ସ୍ମାର୍ଟ କ୍ଳାସ୍‌ ରୁମ୍‌, ଇ-ଲାଇବ୍ରେରୀ,
Read More...

ପଞ୍ଚାୟତସ୍ତରୀୟ ମାହେଶ୍ୱରୀ ସଂଗଠନ ଗଠିତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକରେ ମାହେଶ୍ୱରୀ ସଂଗଠନର ରୋତ ପଞ୍ଚାୟତସ୍ତରୀୟ ସଙ୍ଗଠନ ଗଠନ କରାଯାଇଛି । ଏଥିରେ ବୀରେନ୍ଦ୍ର ସାହୁଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ରୋତ ସରପଞ୍ଚ ଜୟଲାଲ୍‌ ସିନ୍ଦୁରଙ୍କ ସମେତ ଅନେକ ଯୁବକ ଯୁବତୀ ସାମିଲ ଥିଲେ ।
Read More...

ବ୍ଲକସ୍ତରୀୟ ସୁନେତ୍ର ଶିବିର

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଆଗଲପୁର ନୋଡାଲ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଡା.ସୁନିତା ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ରଜନୀକାନ୍ତ ସାହୁ ମୁଖ୍ୟ ଅତିଥି, ଦିଲୀପ ବେହେରା ସମ୍ମାନିତ
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଆଗଲପୁର ପଞ୍ଚାୟତ ଇଂସା ଓ ଉପରବାହାଲ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଓ ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱରେ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ସଫେଇ ଅଭିଯାନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ହରଭଙ୍ଗା ଗ୍ରାମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସ ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନଦୀକୁ ସଂଯୋଗ କରୁଥିବା ରାସ୍ତା ଅନାବନା ଗଛ ହୋଇ ସଂକୀର୍ଣ୍ଣ ହୋଇଯାଇଥିଲା । ଆଜି ଗ୍ରାମର ଡୋଳାମଣି ସାହୁଙ୍କ ନେତୃତ୍ୱରେ ଯୁବ ଗୋଷ୍ଠୀ ବାହାରି
Read More...

ଡୁଡୁକାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅଫିସ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରି ସମସ୍ୟାର ସମାଧାନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ନେଇଥିଲେ । ମୋଟ୍‌ ୧୧୩ଟି ଅଭିଯୋଗ ଶୁଣାଣି
Read More...

ଅସହାୟ ମହିଳାଙ୍କ ଶବ ସତ୍କାର କଲା ମାହେଶ୍ୱରୀ ସଂଗଠନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ପକ୍ଷରୁ ଜଣେ ଅସହାୟ ମହିଳାଙ୍କ ଶବ ସତ୍କାର କରାଯାଇଛି । ସୂଚନା ଅନୁସାରେ, ଆଗଲପୁର ଗାଁର ବରଗଡିଏନ୍‌ ମେହେର (୮୭)ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ନିଜର ପରିବାର ଲୋକେ ନଥିବାରୁ ଗାଁ
Read More...