ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଚାଲିଗଲା ଜୀବନ
ଧର୍ମଶାଳା : ନଦୀରେ ବୁଡ଼ି ଅବସରପ୍ରାପ୍ତ ଶିକ୍ଷକ ମୃତ । ମୃତକ ଜଣଙ୍କ ହେଲେ ଧର୍ମଶାଳା ଥାନା ଚହଟା ପଞ୍ଚାୟତ ଚହଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି(୭୪ ବର୍ଷ) । ଯାଜପୁର ଜିଲ୍ଲା ଧର୍ମାଶାଳା ଅଞ୍ଚଳରେ ଆସିଛି ଏଭଳି ଦୁଃଖଦ ଖବର । ସୂଚନା ମୁତାବକ, ରବିବାର ସକାଳ ୯!-->…
Read More...
Read More...