Browsing Tag

dhamnagar news

ଧାମନଗର : ମତ ସାବ୍ୟସ୍ତ କଲେ ପ୍ରାର୍ଥୀ

ଧାମନଗର : ଧାମନଗରରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଭୋଟରଙ୍କ ସହିତ
Read More...

ନିର୍ବାଚନ ବେଳେ ଉତ୍ତେଜନା : ଧାମନଗରରେ ୧୪୪ ଧାରା ଜାରି

ଧାମନଗର : ଧାମନଗରରେ ନିର୍ବାଚନ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗତକାଲି ଭଦ୍ରକ ଜିଲ୍ଲାପାଳ ୧୪୪ ଧାରା ଜାରି କରିଥିବା ଜଣାପଡିଛି । ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ଏଥିରେ ମନା କରାଯାଇଛି । ସୂଚନାଯୋଗ୍ୟ ଯେ, ଧାମନଗର ରେ ଏନଏସି ନିର୍ବାଚନ ପାଇଁ
Read More...