୭୯୧ ବର୍ଷର ସମୃଦ୍ଧ ପରମ୍ପରା- ଜରାସିଂହାର ପାଟଖଣ୍ତା ଯାତ୍ରା
ଭକ୍ତଙ୍କ ହାରି ଗୁହାରି ଶୁଣି ବିଦାୟ ନେଲେ ମାଁ
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଚିର ଅବହେଳିତ ଦେଓଗାଁ ବ୍ଲକ ଜରାସିଂହାର ଇଷ୍ଟଦେବୀ ମାଁ ପାଟଖଣ୍ତାଙ୍କ ଯାତ୍ରା ଉଦ୍ଯାପିତ ହୋଇଯାଇଛି । ୫ ଦିନ ଧରି ହୋଇଥିବା ଏହି ଯାତ୍ରା ଦେଖିବାକୁ ଏଥର ହୋଇଛି ଲୋକାରଣ୍ୟ । ଶହ ଶହ!-->!-->!-->…
Read More...
Read More...