Browsing Tag

deogaon news

ଜରାସିଂହା ରାମଜୀପାର୍ଟି ରାମଲୀଳା କମିଟିର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ରାମଜୀ ପାର୍ଟି ରାମଲୀଳା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସଭାପତି ଭାବେ କୁନ୍ତି ମେହେର, ଉପସଭାପତି କୈଳାସ ଚନ୍ଦ୍ର କର୍ତ୍ତୀ, ସମ୍ପାଦକ ପ୍ରମୋଦ ବଗର୍ତ୍ତୀ (ପିଣ୍ଟୁ),
Read More...

ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈଵାହାଲ ପଞ୍ଚାୟତ ଅନ୍ତର୍ଗତ ରାଏପାଲି ଗାଁକୁ ରାସ୍ତା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଗାଁକୁ
Read More...

ଉପରଝର କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅଧୀନସ୍ଥ ଉପରଝର କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଞ୍ଚଳିକ ସାଧନ କେନ୍ଦ୍ର ଉପରଝର ଠାରେ ଅନୁଷ୍ଠିତ ହୋଇଯାଇଛି । ଉପରଝର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲମ୍ବୋଦର ହୋତାଙ୍କ
Read More...

ଦେଓଗାଁରେ ଚର୍ଚ୍ଚା : ଭିକ ମାଗିବାକୁ ଆସି ନେଇଗଲେ ମୋବାଇଲ ଫୋନ୍

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦୁର୍ବୃତ୍ତ ଭିକ ମାଗି ଆସିବା ବାହାନାରେ ଘରୁ ଚୋରି କରୁଥିବା ନେଇ ଅଭିଯୋଗ ହୋଇଛି । ବୁଧବାର ଦିନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ପଞ୍ଚାୟତ କଛାରପାଲି ଗାଁରେ । ଗାଁର ସାହୁପଡ଼ାକୁ ୨ଜଣ ଯୁବତୀ ଓ ଜଣେ ପୁରୁଷ ଭିକ୍ଷାବୃତ୍ତି କରିବାକୁ
Read More...

ଦେଓଗାଁ ତହସିଲଦାର ଭାବେ ଯୋଗଦେଲେ ନର୍ମଦା ନାୟକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାର ଭାବେ କନ୍ଧମାଲ ଜିଲ୍ଲା ଟିକାବାଲି ତହସିଲଦାର ନର୍ମଦା ନାୟକ ଯୋଗଦାନ କରିଛନ୍ତି । ଦେଓଗାଁ ତହସିଲଦାର ସଂଗ୍ରାମ କେଶରୀ ନାୟକ ଅନୁଗୁଳ ଜିଳ୍ଲା କିଶୋରନଗର ତହସିଲଦାର ଭାବେ ବଦଳୀ ହୋଇଯାଇଥିବାରୁ । ଶ୍ରୀମତୀ ନାୟକ ଦେଓଗାଁରେ ନୂତନ
Read More...

ଜରାସିଂହା କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ପ୍ରେମବତୀ
Read More...

ଦେଓଗାଁ ପୂର୍ବ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନେତ୍ରଭାନୁ ହାଇସ୍କୁଲ, ଜରାସିଂହାର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ବ ଦେଓଗାଁ ଗୋଷ୍ଠି ଶିକ୍ଷା ଅଧିକାରୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ଗୋବର୍ଦ୍ଧନ ଭୋଇ (୫୫)ଙ୍କ ସୋମବାର ଭୋର ସକାଳରେ ବଲାଙ୍ଗିର ସ୍ଥିତ ବାସଭବନରେ ଦେହାନ୍ତ
Read More...

କନ୍ଧକେଲଗାଁରେ ବିଜେପିର ସାଙ୍ଗଠନିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ସଇଁତଳା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗାଁରୁ ଶତାଧିକ ସଦସ୍ୟ ଯୋଗଦେଇଥିଲେ ।
Read More...

ଦେଓଗାଁ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦେଓଗାଁରେ ଶୁକ୍ରବାର ଦିନ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାପଧାରୀ ବଗର୍ତ୍ତି, ସମ୍ମାନିତ
Read More...

ବାହାଘରରେ ବରକୁ ହତ୍ୟା ପାଇଁ ସୁପାରି ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବାବିଜୋର ଗାଁରେ ବରକୁ ବେଦି ଉପରେ ମାରିବା ପାଇଁ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ମୋହନଗିରିରେ ଜଣେ ସଂପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ଅଭିଯୁକ୍ତ ଦେଓଗାଁ ଥାନା ମହଲାଇ ଗାଁର ସୁଶାନ୍ତ
Read More...