୨ ଦିନ ହେଲା ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ବନ୍ଦ : ଯାତ୍ରୀ ହଇରାଣ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ବସ୍ ଯୋଜନାର ଲକ୍ଷ୍ମୀ ବସ ଗତ ମଙ୍ଗଳବାର ଦିନରୁ ଚାଲୁ ନ ଥିବାରୁ ବ୍ଲକର ସମସ୍ତ ଗାଁରୁ ବସ୍ ଯୋଗେ ଯିବା ଆସିବା କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସକାଳୁ ଗ୍ରାମାଞ୍ଚଳର ଲୋକେ!-->…
Read More...
Read More...