Browsing Tag

denkanala news

ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ : ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା

ଢେଙ୍କାନାଳ : ଭିଜିଲାନ୍ସ ପଞ୍ଝାରେ ଭାରପ୍ରାପ୍ତ ରାଜସ୍ୱ ନୀରିକ୍ଷକ । ଲାଞ୍ଚ ନେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳୀ ରାଜସ୍ୱ ସର୍କଲର ଭାରପ୍ରାପ୍ତ ଆରଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ୪ଟି ଜାଗାବାଡ଼ି ମ୍ୟୁଟେସନ କେସ୍ ପାଇଁ ଇନଚାର୍ଜ ଆରଆଇ ଶଶିଭୂଷଣ
Read More...

ଢେଙ୍କାନାଳ ଏନଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା

ଢେଙ୍କାନାଳ : ଢେଙ୍କାନାଳ ଏନ ଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଗୋଟିଏ ପରିବାର ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ନିକଟରେ ଏକ ତେଲ ଟ୍ୟାଙ୍କର ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଛି
Read More...

ପାଟ୍ରୋଲିଂ ବେଳେ ଅଘଟଣ : ଶିକାରୀ ଗୁଳିରେ ବନକର୍ମଚାରୀ ମୃତ

ଢେଙ୍କାନାଳ : ଶିକାରୀ ଓ ବନକର୍ମଚାରୀ ମୁହାଁମୁହିଁ । ଯେଉଁଥିରେ ଶିକାରୀଙ୍କ ଗୁଳି ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଇନ୍‌ଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଘଟିଛି ଏହି ଅଘଟଣ । ଖବର ଅନୁଯାୟୀ,
Read More...

କାର୍ ଉପରେ ଚଢିଗଲା ହାଇୱା : କାର୍ ଚାଳକ ମୃତ

ଢେଙ୍କାନାଳ : ସଦର ଥାନା ୫୫ ନଂ ଜାତୀୟ ରାଜପଥ କାଉଁରିଆପାଳ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । କାର୍ ଉପରେ ପାଉଁଶ ବୋଝେଇ ହାଇୱା ଚଢ଼ି ଯିବାରୁ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ସାଢେ ୨ଟାସମୟରେ
Read More...