Browsing Tag

denkanala news

ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ : କ୍ୟାବିନରେ ଚାପିହୋଇ ରହିଥିବା ଡ୍ରାଇଭର ଉଦ୍ଧାର

ଢେଙ୍କାନାଳ : ଗଛରେ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଗାଡ଼ିରେ ଚାପି ହୋଇ ରହିଲେ ଡ୍ରାଇଭର । ଢେଙ୍କାନାଳ ଜିଲ୍ଲା ସଦର ଥାନା ମହିଷାପାଟ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଡ୍ରାଇଭର ଗାଡି ଭିତରେ ଚାପିହୋଇ ରହିଥିବା ବେଳେ ତାଙ୍କୁ ବହୁ କଷ୍ଟରେ ଆଗ୍ନିଶମ
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ : ୨୦ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଇଲାକା ପଣ୍ଡୁଆ ରାସ୍ତାରେ ଏହି ଘଟଣା ଘଟିଛି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଯାଇଛି । ସୂଚନା
Read More...

ସ୍କୁଲ ଯିବା ରାସ୍ତାରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ : ଧକ୍କା ମାରି ଖସିଆସିଲେ ଛାତ୍ରୀ

ଢେଙ୍କାନାଳ : ସ୍କୁଲ ଯିବା ରାସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ଧକ୍କା ମାରି ଅପହରଣକାରୀଙ୍କ କବଳରୁ ଖସିଆସିଲେ ଛାତ୍ରୀ । ଢେଙ୍କାନାଳ ସହର ଜୟଗୋପାଳ ସାହିରେ ଏପରି ଅଘଟଣ ଘଟିଛି । ଛାତ୍ରୀ ଓ ତାଙ୍କ ପରିବାର ଟାଉନ ଥାନାରେ ଅଭିଯୋଗ କରିବା ସହ ଏସପିଙ୍କ ଅଫିସରେ ଧାରଣାରେ
Read More...

ନାଗସାପ ଚୋଟରେ ବୃଦ୍ଧ ମୃତ

ଢେଙ୍କାନାଳ : ନାଗସାପ ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ବାଲିମି ଥାନା ଗାଲପଡ଼ା ଗାଁରେ ଏଭଳି ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ସୁକୁଟୁ ଦଳେଇ (୬୬ ବର୍ଷ) । ସୂଚନାନୁଯାୟୀ, ସୋମବାର ସକାଳ ସାଢେ ୫ଟାରେ ଏକ ନାଗସାପ
Read More...

୩୬ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସହର ମହିଷାପାଟସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟଠାରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଛି । ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳସ୍ଥିତ ଅଟୋମୋବାଇଲ ଡକ୍ଟର ଇଣ୍ଡିଆ,
Read More...

ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ : ୩ ଗୁରୁତର ୧୦ରୁ ଅଧିକ ଆହତ

ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ । ୩ ଗୁରୁତର ୧୦ରୁ ଅଧିକ ଆହତ । ଢେଙ୍କାନାଳ ସଦର ଥାନା ଗଦାଶିଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ହୀରାକୁଦରୁ
Read More...

ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ନିମନ୍ତେ ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍…

ଢେଙ୍କାନାଳ, (ପିଆଇବି) : ୧୮ ଜୁନ୍ ୨୦୨୫: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି), ଢେଙ୍କାନାଳଠାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ଖାଲି ଥିବା କିଛି ଆସନରେ ଆସନ୍ତାକାଲି ସ୍ପଟ୍ ଆଡମିଶନ୍ କରାଯିବ । ଆଇଆଇଏମସି ଢେଙ୍କାନାଳ
Read More...

ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼

ଢେଙ୍କାନାଳ : ଦିନକୁ ଦିନ ବଢିବାରେ ଲାଗିଛି ବାଲି ମାଫିଆଙ୍କ ଉତ୍ପାତ । ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବଣିଆପଡା ଗାଁ ନିକଟରେ ବାଲି ମାଫିଆ ଏକ କାର୍‌ ଉପରକୁ ବୋମା ମାଡ଼ କରିବା ସହ ଆତଙ୍କ ଖେଳାଇଛନ୍ତି । ବୋମା ମାଡ଼ରେ କାର୍‌ର ସାମ୍ନା ଭାଗ
Read More...

ବଗିଚା ଜଗିବାକୁ ଯିବାବେଳେ କଚାଡ଼ି ଦେଲା ହାତୀ : ବୃଦ୍ଧ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ହାଉସ ଅଧୀନ କନ୍ତିମିଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ବୃଦ୍ଧ ଜଣକ ବାଲିମି ଥାନା ଅନ୍ତର୍ଗତ କନ୍ତିମିଲି ଗାଁର ମାର୍କଣ୍ଡ ବେହେରା (୬୦ ବର୍ଷ) ବୋଲି ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରି
Read More...

୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ଅଭାବନୀୟ ଘଟଣା । ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା । ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତାର । ତେବେ ଘଟଣାସ୍ଥଳରେ
Read More...