ପାଣି ପାଇଁ ଚାଷୀ ହନ୍ତସନ୍ତ : ଏମଆଇପି. ପାଇଁ ନିବେଦନ
କଳାହାଣ୍ଡି, (କେପିଏନ୍ଏସ୍) : କୃଷି ଓ କୃଷକ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଥିବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ରୂପରେଖ ଚିନ୍ତା କଲେ, ହତାଶ ହେବାକୁ ପଡେ଼ । ମ. ରାମପୁର ବ୍ଲକ ଅନ୍ତର୍ଗତ ଉପର ନୂଆଗାଁରେ ଏ ପର୍ଯ୍ୟନ୍ତ ଚାଷ ଓ ଚାଷୀ!-->…
Read More...
Read More...