Browsing Tag

delanga news

ବିଶ୍ୱଶାନ୍ତି ମହାଯଜ୍ଞ, ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତେଇଶିପୁର ଶ୍ରୀ ସୋମନାଥ ଦେବଙ୍କ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମନାଥ ଦେବ ଓ ମା' ବିନ୍ଧ୍ୟବାସିନୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଠାରୁ
Read More...

ଫକୀର ଚରଣ ପାଢ଼ୀଙ୍କ ‘ତୁଷାର ମାନବ’ ଲୋକାର୍ପିତ ଓ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶିଷ୍ଟ ସାହିତ୍ୟିକ ଫକୀର ଚରଣ ପାଢ଼ୀଙ୍କ ରଚିତ "ତୁଷାର ମାନବ' ପୁସ୍ତକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ଶ୍ରାଦ୍ଧ ବାର୍ଷିକ ସତ୍ୟବାଦୀର ପଞ୍ଚସଖା ସମାଧି ପୀଠରେ ଉତ୍କଳ ସମ୍ମିଳନୀ ପୂରୀ ଜିଲ୍ଲା ଶାଖାର ପାଳନ ଅବସରରେ ଲୋକାର୍ପିତ ହୋଇଯାଇଛି ।
Read More...

ବିଶ୍ୱନାଥ ଦେବଙ୍କର ୪୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଚାଇଁପୁର ଗ୍ରାମ ପଞ୍ଚାୟତର ଗଡକାଳୁପଡା ଗ୍ରାମର ଆରାଧ୍ୟ ଠାକୁର ଶ୍ରୀଶ୍ରୀ ବିଶ୍ୱନାଥ ଦେବଙ୍କର ୪୧ତମ ବିଶ୍ୱଶାନ୍ତି ମହାଯଜ୍ଞ ପାହାଡ ଶିର୍ଶରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ବିଶ୍ୱର କଲ୍ୟାଣ ଏବଂ ଶାନ୍ତି
Read More...

ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ପଞ୍ଚାୟତ ଇନ୍ଦିପୁର ବଡସାହିରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଟା ଉତ୍ସବ ଶୁକ୍ରବାର ସମ୍ପନ ହୋଇଛି । ୨ ଶହ ବର୍ଷ ପୂର୍ବେ ରତ୍ନାଚିରା ନଦୀଶଯ୍ୟାରୁ ଉଦ୍ଧାର ହୋଇଥିବା ମା' ମଙ୍ଗଳା
Read More...

ବିଶ୍ୱନାଥ ପାହାଡ଼ରେ ୪୧ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧି ଲାଭ ପାହାଡ଼ ଶୀର୍ଷକ ଶ୍ରୀ ଶ୍ରୀ ବିଶ୍ୱନାଥ ଦେବଙ୍କ ପବିତ୍ର ପୀଠରେ ସାତଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଶୁକ୍ରବାର ସନ୍ଧ୍ୟା ଗୋଧୁଳି ଲଗ୍ନରେ ପୂର୍ଣ୍ଣାହୂତି ସମ୍ପନ୍ନ ହୋଇଯାଇଛି ।
Read More...

ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ ଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଦୀର୍ଘ ଦିନ ଶିକ୍ଷକତା କରି ନିଜର ଶାନ୍ତ ସହନଶୀଳ ସ୍ୱଭାବ ଓ ନିଷ୍ଠାପର କର୍ମ ପାଇଁ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଧାରଣ ଜନତାଙ୍କ ପ୍ରିୟଭାଜନ ହୋଇଥିବା ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ ଦଶାହରେ ଏକ ସ୍ମୃତିଚାରଣ ସଭା
Read More...

ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ସ୍ଥିତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ
Read More...

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପୁରାତନ ଶିକ୍ଷା ଅନୁଷ୍ଠାନ ରାଧାକାନ୍ତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଶ୍ରୀଧର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେ ଦୀର୍ଘ ୨୯ ବର୍ଷ ଶିକ୍ଷାଦାନ କରି
Read More...

ନିଶା ଦ୍ରବ୍ୟର ଦୁରୁପଯୋଗ ଓ ଏହାର ନିୟନ୍ତ୍ରଣ ନେଇ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଶାମୁକ୍ତ ଭାରତ ପାଇଁ ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ଆନୁକୂଲ୍ୟରେ ଏବଂ ଏନଆଇଏସଡ଼ି, ନୂଆଦିଲ୍ଲୀ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦକ୍ଷତା ମନ୍ତ୍ରଣାଳୟ ସହାୟତାରେ ଏକ ଦିବସୀୟ ନିଶା ଦ୍ରବ୍ୟର ଦୁରୁପଯୋଗ ଓ ଏହାର ନିୟନ୍ତ୍ରଣ
Read More...

ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଡେଲାଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ଓ ଫନି ଦୁର୍ନୀତି ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଡେଲାଙ୍ଗ ରାମଚନ୍ଦ୍ରପୁର ଛକରୁ ବାହାରି ଡେଲାଙ୍ଗ ହାଟ ଦେଇ ରାଜ୍ୟ
Read More...