Browsing Tag

delanga news

ଅବସରପ୍ରାପ୍ତ ସୈନିକ ତ୍ରିନାଥ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ ତିଗିରିଆ ଗ୍ରାମର ଅବସରପ୍ରାପ୍ତ ସୈନିକ ତ୍ରିନାଥ ସାମନ୍ତରାୟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ୨୫ ବର୍ଷ ବିଏସ୍‌ଏଫ୍‌ରେ
Read More...

ଅଦିନିଆ ବର୍ଷା : ଚାଷୀ ମୁଣ୍ଡରେ ଚଡକ

ମୁଗ, ବିରି, ଚିନାବାଦମ ଓ ଟମାଟୋ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗତ ଶୁକ୍ରବାର ରାତିରୁ ହୋଇଥିବା ଅଦିନିଆ ବର୍ଷା ପାଇଁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଓ ଫସଲ ହାନୀ ହୋଇଥିବା ବେଳେ ଚଳିତ ବର୍ଷର ରବି ଫସଲ ନଷ୍ଟ ହେବା ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି
Read More...

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ବଜାର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ
Read More...

ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮୮ତମ ଉତ୍କଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଓଡ଼ିଶାର ପରମ୍ପରା, ଐତିହ୍ୟ, ଚଳଣି ବହୁ ପ୍ରାଚୀନ ଏବଂ ଶ୍ରେଷ୍ଠ । ପ୍ରତ୍ୟେକ ଓଡ଼ିଆ ପ୍ରାଣଭରି ଏହାକୁ ଭଲପାଇ ଏହାର ରକ୍ଷା ପାଇଁ କାର୍ଯ୍ୟ କରିବା ଉଚିତ୍ । ଅନ୍ୟ ଭାଷା ଶିକ୍ଷା କର, କିନ୍ତୁ ନିଜର ସୁନ୍ଦର
Read More...

ଓକେସିଏଲ୍‌ ପକ୍ଷରୁ ଡିଜିଟାଲ ସାକ୍ଷରତା ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ୍‌) ତରଫରୁ ରବିବାର ପୂର୍ବାହ୍ନରେ ଡେଲାଙ୍ଗ ଷ୍ଟେସନ ବଜାର ନିକଟସ୍ଥ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ
Read More...

ରେଳ ଟିକେଟ ବୁକିଂ ସେବା କେନ୍ଦ୍ର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶ୍ରୀରାମ ନବମୀ ଅବସରରେ କଣାସ ରୋଡ଼ ସନ୍ନିକଟ ଡେଲାଙ୍ଗ ବାୟାବଜାର ସ୍ଥିତ ମୁକ୍ତି କମ୍ୟୁନିକେସନ ପରିସରରେ ରେଳ ଯାତ୍ରୀଙ୍କ ପାଇଁ ଏକ ଟିକେଟ ବୁକିଂ ସେବା କେନ୍ଦ୍ର ଶୁଭ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ଡିଭିଜନ
Read More...

ନିମବସନ୍ତ ଗ୍ରାମରେ ସାହିତ୍ୟ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିମବସନ୍ତ ଗ୍ରାମରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ନିମାଇଁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ସାରତ୍ୱତ ଉତ୍ସବରେ ସଭାପତିତ୍ୱ କରିଥିଲେ ଦାଶରଥି ମହାନ୍ତି । ମହନ୍ତ ବୃନ୍ଦାବନ ଦାସ ଉଦ୍‌ଘାଟନ କରିଥିବା ବେଳେ ସାମ୍ବାଦିକ ଦିଲ୍ଲିପ ଧାଉଡିଆ,
Read More...

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବଦଳି ହୋଇ ଅନ୍ୟାନ ଶିକ୍ଷା ଅନୁଷ୍ଠାନକୁ ଯାଇଥିବା କର୍ମଚାରୀମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରୁ ଅବସର ନେଇଥିବା ୪ର୍ଥ ଶ୍ରେଣୀ କର୍ମଚାରୀ ଶିଖର ମହାପାତ୍ର ଏବଂ କିରାଣୀ
Read More...

ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ବ୍ଲକ ଶିକ୍ଷା ମଣ୍ଡଳର ଅଧିକାରୀ ଶ୍ରୀମତୀ ଭବମ୍‌ ପ୍ରଧାନ
Read More...

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ରଥ ଶୋଭାଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶ୍ରୀରାମ ନବମୀ ତଥା ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଙ୍କ ଜୟନ୍ତୀ ଅବସରରେ ଗୁରୁବାର ଦିନ ସକାଳ ୯ ଘଟିକା ସମୟରେ ପିପିଲି ଡେଲାଙ୍ଗ ଶ୍ରୀରାମ ନବମୀ କମିଟି ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶ୍ରୀରାମ ନବମୀ ଉପଲକ୍ଷେ ରାମ, ଲକ୍ଷ୍ମଣ, ସୀତା ଓ
Read More...