Browsing Tag

delanga news

ରୋଗୀ କଲ୍ୟାଣ ସମିତିର ବୈଠକ

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି, ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଜିଲ୍ଲା ପରିଷଦ ସଭ୍ୟ
Read More...

ଡେଲାଙ୍ଗ ବ୍ଲକରେ ଲେବର କାର୍ଡ ବଣ୍ଟନ ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଡେଲାଙ୍ଗ ବ୍ଲକରେ ଶ୍ରମିକମାନଙ୍କୁ ଲେବର କାର୍ଡ (ଶ୍ରମ କାର୍ଡ) ବିତରଣ କାର୍ଯ୍ୟର ଶୁଭାରମ୍ଭ ମଙ୍ଗଳବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ
Read More...

ନୈତିକତା, ଆଧ୍ୟାତ୍ମିକତା ଓ ଏକାଗ୍ରତାର ମୂଳାଧାର ହିଁ ଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲ୍ୟକାଳରୁ କୋମଳମତି ପିଲାମାନଙ୍କୁ ପାଠପଢା ସହ ସେମାନଙ୍କର ସୁସ୍ଥତା, ଶାରୀରିକ ବିକାଶ, ମାନସିକ ସ୍ଥିରତା, ଶୃଂଖଳା, ଏକାଗ୍ରତା, ଆଧ୍ୟାତ୍ମିକତା ଓ ନୈତିକତା ଆଦିର ଅଭିବୃଦ୍ଧି ନିମନ୍ତେ ପିଲାମାନଙ୍କର ପ୍ରତିଦିନ କିଛି କିଛି ଯୋଗାଭ୍ୟାସର ଆବଶ୍ୟକତା
Read More...

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ,
Read More...

ପବିତ୍ର ଶ୍ରୀଗୁଣ୍ଡିଚାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁଠାରେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିର ନୀତି ଅନୁସାରେ ଶ୍ରୀଗୁଣ୍ଡିଚାର ବିଶେଷ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଅଛି । ମୁଖ୍ୟ ପୂଜକ
Read More...

୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ କଂଗ୍ରେସ ପାଇଁ ସ୍କଟ୍‌ଲ୍ୟାଣ୍ଡ୍‌ ଯିବେ କଣାସର ପ୍ରଜ୍ଞାପାରମିତା ପରିଡା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋ ସହରର ସ୍କଟିସ୍‌ ଇଭେଣ୍ଟସ୍‌ କ୍ୟାମ୍ପସରେ ଅନୁଷ୍ଠିତ ହେବ ୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ(ୟୁରୋମାର) କଂଗ୍ରେସ । ଏହା ଜୁଲାଇ ୯ରୁ ୧୩ ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ କଣାସ ବ୍ଲକର
Read More...

ଡେଲାଙ୍ଗରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଡେଲାଙ୍ଗ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠଗାରରେ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ଜିଲ୍ଲା ଉପସଭାପତି ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ରଜ ପର୍ବ ଅବସରରେ ଦହି ପଣା ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅସହ୍ୟ ତାତି ଓ ଗୁଳୁଗୁଳିରୁ ପଥିକମାନଙ୍କ ତୃଷା ନିବାରଣ ପାଇଁ ଗ୍ଲୋବାଲ ୨୨୨ ସଂଗଠନ ପକ୍ଷରୁ ଦହି ପଣା ବଣ୍ଟନ କରାଯାଇଛି । ସଂଗଠନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ରଜ ପର୍ବ ଅବସରରେ ଡେଲାଙ୍ଗ - ଇନ୍ଦିପୁର ରାସ୍ତାର ପାଟପୁର
Read More...

ସାଂସ୍କୃତିକ ଆଧ୍ୟାତ୍ମିକ ଚେତନା ଓ ମହାନ କୃଷି ଭିତିକ ପର୍ବ ରଜ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ଵରେ ଅନନ୍ୟ ଓ ସ୍ୱତନ୍ତ୍ର । ସହର୍ଷ, ସ୍ନେହ, ସୌହାର୍ଦ୍ଦ୍ୟ ସହଭାଗିତା, ସୁଷମାର ମହାନ୍ ମହାମିଳନ ହେଉଛି କୃଷିଭିତ୍ତିକ ପ୍ରାକୃତିକ ପର୍ବ ରଜ । ଆଜିର କର୍ମକ୍ଲାନ୍ତ ସନ୍ତାପିତ ଜୀବନରେ ଶାନ୍ତି ପାଇଁ
Read More...

ଡେଲାଙ୍ଗରେ ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନଃ ଉଦ୍ଧାର, ସଂରକ୍ଷଣ, ପ୍ରଚାର ପ୍ରସାର ଏବଂ କଳାକାରମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୧୪ ତାରିଖକୁ 'ଲୋକକଳା ଦିବସ' ଭାବେ ପାଳନ କରିବା ପାଇଁ
Read More...