Browsing Tag

delanga news

ଚାରା ରୋପଣ ସହ ଜନସଚେତନତା ସୃଷ୍ଟି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗକୁ ସବୁଜ ସୁନ୍ଦର କରିବା, ବିଶ୍ୱ ତାପୟନରୁ ମୁକ୍ତି, ଅନିୟମିତ ଋତୁଚକ୍ର ରୋକିବା, ପରିବେଶକୁ ସୁରକ୍ଷା ଆଦି ସ୍ଲୋଗାନ ଦେଇ ଅଗଷ୍ଟ ୧୦ ତାରିଖ ଭାରତର ଚତୁର୍ଥ ରାଷ୍ଟ୍ରପତି ଭି. ଭି. ଗିରି ଓ ଓଡିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟ
Read More...

ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଡେଲାଙ୍ଗ ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ପୂର୍ବତନ ସଭାପତି ଡା. ବସନ୍ତ କୁମାର ଦାଶ ମା' ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି
Read More...

“ଜାତୀୟ ହସ୍ତତନ୍ତ ଦିବସ” ବା “ନ୍ୟାସନାଲ ହେଣ୍ଡଲୁମ ଡେ” ପାଳିତ

ଡେଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡ଼ିଆ) : ୭ ଅଗଷ୍ଟରେ ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ" ବା "ନ୍ୟାସନାଲ ହେଣ୍ଡଲୁମ ଡେ" ପାଳନ କରାଯାଏ । ଏହି ଦିନ ଦେଶ, ହସ୍ତତନ୍ତ ବୁଣା ଭଳି ସମୃଦ୍ଧ ପରମ୍ପରାକୁ ସମ୍ମାନ କରେ ଏବଂ ଦେଶର ସାଂସ୍କୃତିକ ଐତିହ୍ୟରେ ବୁଣାକାରଙ୍କ ଅବଦାନକୁ ସ୍ୱୀକୃତି
Read More...

ଜାତୀୟ ଫାଟୁଆ ରୋଗ ସଂସ୍ଥାନ ତରଫରୁ ଫାଟୁଆ ରୋଗ ନିରାକରଣ ଓ ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ ଅରଗୁଳ ସ୍ଥିତ ଜାତୀୟ ଫାଟୁଆ ରୋଗ ସଂସ୍ଥାନ ତଥା ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ର ତରଫରୁ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଘନିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁସୂଚିତ ଜାତିର ହିତାଧିକାରୀମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
Read More...

ଜନକଲ୍ୟାଣ ମଞ୍ଚର ପ୍ରଭାବ ଯୋଗୁଁ ମରାମତି ହେଲା ରାଜରାସ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ କଲ୍ୟାଣପୁର ଓ ଖୋର୍ଦ୍ଧା ପେଟଟନାୟକିଆ ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଥିଲା । ସବୁବେଳେ ଏହି ରାସ୍ତାରେ ଦୁର୍ଘଟଣା ଘଟି ଲୋକମାନେ ମୃତ୍ୟୁ ମୁଖରେ ପଡୁଥିଲେ । ଏହି ବିଷୟରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ କି
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ଅଗଷ୍ଟ ୧ ତାରିଖ ଦିନ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Read More...

ଶିଶୁ ସୁରକ୍ଷା ସମ୍ବନ୍ଧରେ ଏନ୍‌ଜିଓ ପ୍ରତିନିଧିଙ୍କ ନିମନ୍ତେ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୟୁଥ୍ ହଷ୍ଟେଲ, ପୁରୀ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲାର ୫୦ରୁ ଅଧିକ ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମିଶନ ବାତ୍ସଲ୍ୟ, ବେଟି ବଚାଓ ବେଟି ପଢ଼ାଓ, ଶିଶୁ ସୁଲଭ ପରିବେଶ, କିଶୋର
Read More...

ଆରପାରିରେ ଧର୍ମପରାୟଣା ମହିଳା ବିଳାସିନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମର ଧର୍ମପରାୟଣା ମହିଳା ବିଳାସିନୀ ପ୍ରଧାନଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା
Read More...

ରାସ୍ତା ମରାମତି ପାଇଁ ଦାବୀପତ୍ର ପ୍ରଦାନ : ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଜନକଲ୍ୟାଣ ମଞ୍ଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାସ୍ତା ମରାମତି ପାଇଁ ଦାବୀପତ୍ର ପ୍ରଦାନ କରି ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଡେଲାଙ୍ଗ ଅଞ୍ଚଳ ଦେଇ ଯାଇଥିବା ଖୋର୍ଦ୍ଧା ପଟ୍ଟନାୟିକୀୟ
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୯ରେ "ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ" ପାଳନ କରାଯାଏ । ମହାବଳ ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ ଅଟେ । ବାଘମାନଙ୍କ ପାଇଁ ଏକ ନିରାପଦ ଏବଂ ସମୃଦ୍ଧ ବାସସ୍ଥାନ ଅର୍ଥ ହେଉଛି
Read More...