ଡେଲାଙ୍ଗ ୟୁକୋ ବ୍ୟାଙ୍କ ପକ୍ଷରୁ ୮୨ତମ ପ୍ରତିଷ୍ଠା ଦିବସ ପାଳିତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବାୟା ବଜାର ସ୍ଥିତ ସର୍ବ ପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଶନିବାର ବ୍ୟାଙ୍କ ପରିସରରେ ୮୨ତମ ପ୍ରତିଷ୍ଠା ଦିବସ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ୟାଙ୍କଶାଖା ମୁଖ୍ୟ ପରିଚାଳକ!-->…
Read More...
Read More...