Browsing Tag

delanga news

ବିଶ୍ୱ ମଧୁମେହ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଧୁମେହର ପ୍ରାଦୁର୍ଭାବ ଏବଂ ଏହାର ପ୍ରଭାବକୁ ଆଲୋକିତ କରିବା ଏବଂ ମଧୁମେହର ପ୍ରତିଷେଧକ ଉପଦେଶ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ 'ବିଶ୍ୱ ମଧୁମେହ ଦିବସ' ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ମଧୁମେହ ସଚେତନତା ଅଭିଯାନ
Read More...

ଡେଲାଙ୍ଗରେ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ଉତ୍ସବ -୨୦୨୪ ଘୋରଡିଆ(ସାଉରିଆ )ଗ୍ରାମର ଶ୍ରୀ ମହାବୀର ଦେବ ମନ୍ଦିର ପ୍ରାଙ୍ଗଣରେ ୧୨ତମ
Read More...

ଆଇନଜୀବୀ ହୃଷୀକେଶ ପାଢ଼ୀ ପାଇଲେ ‘ପ୍ରକୃତି ବନ୍ଧୁ’ ସମ୍ମାନ – ୨୦୨୪

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପରିବେଶ ସୁରକ୍ଷା ତଥା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷର ମର୍ଯ୍ୟାଦା ଜନକ 'ପ୍ରକୃତି ବନ୍ଧୁ' ପୁରସ୍କାର -୨୦୨୪ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଶିଶୁ ସାହିତ୍ୟିକ, କବି ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କୁ
Read More...

ସତ୍ୟବାଦୀ ସ୍ୱାଇଁ ନିଜର ସତ୍ୟନିଷ୍ଠ କର୍ମ ପାଇଁ ଜନମାନସରେ ସ୍ମରଣୀୟ ରହିବେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସତ୍ୟବାଦୀ ସ୍ଵାଇଁ ଜଣେ ସ୍ପଷ୍ଟବାଦୀ, ପରୋପକାରୀ, ସୁସମାଜସେବୀ, ଶିକ୍ଷା ପ୍ରେମୀ, ଶାନ୍ତି କାମୀ, କୃଷି ଓ କୃଷକପ୍ରେମୀ, ସର୍ବୋପରି ସୁସ୍ଥ ସାମାଜିକ ଚେତନା ଓ
Read More...

ବିଶ୍ୱ ନିମୋନିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୧୨ରେ ପାଳନ କରାଯାଉଥିବା 'ବିଶ୍ୱ ନିମୋନିଆ ଦିବସ' ନିମୋନିଆ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉତ୍ସର୍ଗୀକୃତ, ଜୀବନ ପ୍ରତି ବିପଦପୂର୍ଣ୍ଣ କିନ୍ତୁ ପ୍ରତିରୋଧଯୋଗ୍ୟ ତଥା ଚିକିତ୍ସା ଯୋଗ୍ୟ ଏହି ଶ୍ଵାସକ୍ରିୟା ରୋଗ ।
Read More...

ଜାତୀୟ ଶିକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ୨୦୦୮ ମସିହାରୁ ପ୍ରତିବର୍ଷ ୧୧ ନଭେମ୍ବରରେ ଭାରତରେ 'ଜାତୀୟ ଶିକ୍ଷା ଦିବସ' ପାଳନ କରାଯାଏ । ମୌଲାନା ଆଜାଦ ଜଣେ ସ୍ୱାଧୀନତା ସଂଗ୍ରାମୀ,
Read More...

ଫକୀର ଚରଣ ପାଢ଼ୀଙ୍କ ‘ଶିଷ୍ଟାଚାର’ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଗୋଷ୍ଠାଷ୍ଟମୀ ତା ୦୯/୧୧/୨୦୨୪ରିଖ ପାଳନ ଅବସରରେ ନୀଳଚକ୍ର ପ୍ରକାଶନ ଓ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଅନ୍ନପୂର୍ଣ୍ଣା ଗୋଶାଳା, ପିଢପାଟଣା, ଡେଲାଙ୍ଗ, ପୁରୀ ପରିସରରେ ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ତଥା
Read More...

ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ରୂପେ
Read More...

ବିଶ୍ୱ ସହର ଯୋଜନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ବର୍ଷ ନଭେମ୍ବର ୮ରେ 'ବିଶ୍ୱ ସହର ଯୋଜନା ଦିବସ' ପାଳନ ହୁଏ । ଉତ୍ତମ ସହରୀ ଡିଜାଇନ ପରିକଳ୍ପନାର ପରିବର୍ତ୍ତନଶୀଳ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନାକାରୀ ଏବଂ ସମ୍ପୃକ୍ତ ସମ୍ପ୍ରଦାୟ ଏକତ୍ରିତ ହୁଅନ୍ତି । ଏହି ବିଶେଷ ଦିବସଟି ଗୁରୁତ୍ଵ
Read More...

୫୦ ଲକ୍ଷ ଦିଅ ଝିଅକୁ ନିଅ : ଥାନା ଆଗରେ ଝିଅ ପାଇଁ ଧାରଣାରେ ବାପା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ବାପା ସୁବାସ ପରିଡ଼ା । ନିଜର ୭ ବର୍ଷର ଝିଅକୁ ଶ୍ୱଶୁର ଘର ଲୋକେ ପଣ ବନ୍ଦୀ କରି ରଖିଥିବା ନେଇ ଅଭିଯୋଗ ଆଣିଛନ୍ତି ସୁବାସ । ଗତକାଲି ସନ୍ଧ୍ୟା ସମୟ ଠାରୁ ସେ ଡେଲାଙ୍ଗ ଥାନାରେ ଲିଖିତ
Read More...