Browsing Tag

delanga news

ଅଜଣା ଭାଇରସ ଦ୍ୱାରା କୁକୁଡ଼ା ସଂକ୍ରମିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଜଣା ଭାଇରସ ସଂକ୍ରମିତ ହେବା ଦ୍ୱାରା ପୁରୀ ଜିଲ୍ଲାରେ କୁକୁଡ଼ା ଚାଷ ସଙ୍କଟରେ । ସହସହ ବ୍ରଏଲର କୁକୁଡ଼ା ଫାର୍ମ ଭିତରେ ମରିଯାଉଥିବାରୁ ବିଚରା କୁକୁଡ଼ାଚାଷୀ ମୁଣ୍ଡରେ ଚଡକ ପଡିଛି । ମଲା କୁକୁଡ଼ାକୁ ବାହାରେ ଫିଙ୍ଗିବାରୁ କୁକୁର ଓ ବିଲୁଆ ବୋହିନେଇ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁରସ୍ଥ ଡେ଼ଲାଙ୍ଗ କୋଠବାଡ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ୟାଙ୍କ ତରଫରୁ ମାନେଜର ସୁବ୍ରତ ଜେନାଙ୍କ ସହ ନିହାରକାନ୍ତ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ପ୍ରବୀଣ ଘଟୁଆରୀ, ବାନାମ୍ବର ପେଣ୍ଠୋଇ,
Read More...

ବିଶ୍ୱ ମହୁମାଛି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ମହୁମାଛି ଦିବସ' ପ୍ରତିବର୍ଷ ଅଗଷ୍ଟ ତୃତୀୟ ଶନିବାରରେ ପାଳନ କରାଯାଏ । ଆମ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ମହୁମାଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରିବେଶବିତ୍ ତଥା ମହୁମାଛି ବିଶେଷଜ୍ଞ ମାନେ ଏହି ଦିବସ ପାଳନ ମାଧ୍ୟମରେ
Read More...

ଅଜୟ ପଲେଇଙ୍କ ଏକାଦଶାହ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପାଲା ବ।ୟକ ତଥା ରାମଲୀଳାର ହନୁମାନ ଅଜୟ କୁମାର ପଲେଇଙ୍କ ଏକା ଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଦିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଡେଲାଙ୍ଗ ବ୍ଲକ୍ର ବର୍ଷୀୟାନ ପାଲା ଗାୟକ ଅଭିମନ୍ୟୁ
Read More...

ଆଦର୍ଶ ଶିକ୍ଷକଙ୍କ ସ୍ମୃତିରେ ସ୍ମୃତି ସଭା ଓ ବୃକ୍ଷରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷ ମରିଗଲା ପରେ ବି ତାଙ୍କର କୃତି ଓ କୀର୍ତ୍ତି ପାଇଁ ସବୁବେଳେ ଜନମାନସରେ ବଞ୍ଚିଥାନ୍ତି । ସେହିପରି ଜଣେ ମହତ୍ ମଣିଷ ଓ ଆଦର୍ଶ ଗୁରୁ ହେଉଛନ୍ତି ଘନିପୁର ଗ୍ରାମ ପଞ୍ଚାୟତ ଅଧୀନ ଗଡ଼ ବେଗୁନିଆପଡା ଗ୍ରାମର ରବୀନ୍ଦ୍ର ନାଥ ରାଉତରାୟ । ତାଙ୍କର ପ୍ରଥମ
Read More...

ବିଦ୍ୟା ହିଁ ବିଦ୍ୟାର୍ଥୀର ସର୍ବଶ୍ରେଷ୍ଠ ସମ୍ପଦ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟା ହିଁ ବିଦ୍ୟାର୍ଥୀମାନଙ୍କ ସର୍ବଶ୍ରେଷ୍ଠ ସମ୍ପଦ ଏବମ୍ ଏହା ସେମାନଙ୍କୁ ବିବେକୀବନ୍ତ ଓ ବିଚାରବନ୍ତ କରି ଗଢି ତୋଳିବାର ପ୍ରମୁଖ ଆୟୁଧ ଏବଂ ତଦନୁଯାୟୀ ଗୁରୁଜୀ, ଗୁରୁମା, ଅଭିଭାବକବୃନ୍ଦ ସେମାନଙ୍କର ସମ୍ମିଳିତ ଦାୟିତ୍ଵ ଓ କର୍ତ୍ତବ୍ୟ ସୂଚାରୁ
Read More...

ବିଶ୍ୱ ଅଙ୍ଗ ଦାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଙ୍ଗ ଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 'ବିଶ୍ୱ ଅଙ୍ଗ ଦାନ ଦିବସ' ପ୍ରତିବର୍ଷ ଅଗଷ୍ଟ ୧୩ରେ ପାଳନ କରାଯାଏ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ପରେ ଅଙ୍ଗ ଦାନ କରିବାର
Read More...

ବିଶ୍ୱ ହସ୍ତୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଗଷ୍ଟ ୧୨ରେ 'ବିଶ୍ୱ ହସ୍ତୀ ଦିବସ' ପାଳନ ହୁଏ । ଏହାର ମହତ୍ଵ ରହିଛି କାରଣ ଏହା ହାତୀ ସମ୍ମୁଖୀନ ହେଉଥିବା ଆହ୍ଵାନ ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛି । ହାତୀମାନେ
Read More...

ଫକୀର ଚରଣ ପାଢ଼ୀଙ୍କ ‘କର୍ମ ଘେନି ଫଳ’ ପୁସ୍ତକ ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱନାମଧନ୍ୟ ଶିଶୁସାହିତ୍ୟିକ ତଥା ବରିଷ୍ଠ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କର ଶିଶୁ ସାହିତ୍ୟ ପୁସ୍ତକ 'କର୍ମ ଘେନି ଫଳ' ପଞ୍ଚସଖାଙ୍କ ସାଧନାପୀଠ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଉନ୍ମୋଚନ ଓ ସମୀକ୍ଷାୟନ ତା ୧୦/୦୮/୨୦୨୪ ରିଖରେ ହୋଇଯାଇଛି ।
Read More...

ବାଲୁକାରେ ଖେଳିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବାଲୁକାରେ ଖେଳିବା ଦିବସ' ହେଉଛି ବାଲୁକାରେ ସବୁକିଛି ଏକ ମଜାଳିଆ ସୃଜନଶୀଳ ଖେଳକୁ ନେଇ ଖୁସି ଆନନ୍ଦ ଉପଭୋଗ କରିବା ଦିନ । ପ୍ରତିବର୍ଷ ଅଗଷ୍ଟ ୧୧ ରେ, ପୃଥିବୀର ବିଭିନ୍ନ ପ୍ରାନ୍ତରେ ଲୋକମାନେ ବାଲିରେ ଖେଳିବାର ମଜା ଏବଂ ଆନନ୍ଦକୁ ଉପଭୋଗ କରନ୍ତି ।
Read More...