ବସାଲୋଇ ଛକ ନିକଟରେ କାର୍ ଦୁର୍ଘଟଣା
ଦେବଗଡ଼ : ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଦେବଗଡ଼ ମଡେଲ ଥାନା ଅଧିନ ବାରକୋଟ ବ୍ଲକ ବସାଲୋଇ ଛକ ନିକଟରେ ଏକ କାର ଦୁର୍ଘଟଣା ହୋଇଛି । କାର ଭିତରେ କେହି ନଥିବାରୁ ଗାଡି ମାଲିକ ଓ ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ । ତେବେ ଏହି ଦୁର୍ଘଟଣା କେମିତି ଘଟିଲା ଏବଂ ଦୁର୍ଘଟଣା!-->…
Read More...
Read More...