Browsing Tag

dasarathapur news

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଗୁହାଳ ଘର, ୩ ଗାଈ ମୃତ

ଦଶରଥପୁର : ଦଶରଥପୁର ତହସିଲ ଅନ୍ତର୍ଗତ କମାରଢ଼ିହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ପାଉଁଶ ହୋଇଯାଇଛି ଗୁହାଳ ଘର । ଗୁହାଳରେ ବନ୍ଧା ହୋଇଥିବା ୩ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ପଡୋଶୀଙ୍କ ଗୁହାଳ ଭିତରୁ ୨ ଟି ଗାଈଙ୍କୁ ଉଦ୍ଧାର କରିଥିବା ଜଣାପଡିଛି
Read More...