Browsing Tag

cuttack news

ଦୁଇ ହାତ ଫେରିପାଇଲେ ନର୍ସ

କଟକ : ଦୁଇ ହାତ ଫେରିପାଇଲେ ନର୍ସ । ସୂଚନା ଅନୁସାରେ ଏକ ସଡକ ଦୁର୍ଘଟଣାରେ ବୁର୍ଲା ମେଡିକାଲ କଲେଜର ନର୍ସିଂ ଅଫିସର ବିଷ୍ଣୁପ୍ରିୟା ସାମଲ(୨୫)ଙ୍କ ଦୁଇ ହାତ କ୍ଷତିଗ୍ରସ୍ତ ହୋଇଥିଲା । ବାମ ହାତ ୯୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡାହାଣ ହାତ ୬୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା ।
Read More...

ପୂର୍ବତନ ସାଂସଦ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ : ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ
Read More...

ମେ’ ୨୧ରେ ଓଜେଏମ୍‌ ପ୍ରିଲିମ୍‌ ପରୀକ୍ଷା

କଟକ : ଓଡିଶା ଜୁଡିସିଆଲ୍‌ ସର୍ଭିସ (ଓଜେଏସ୍‌) ପ୍ରିଲିମ୍‌ ପରୀକ୍ଷା ଆସନ୍ତା ମେ' ୨୧ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି । ସେଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଶାରୀରିକ ଭିନ୍ନକ୍ଷମ
Read More...

କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣା : ୪ ଅଭିଯୁକ୍ତ ଗିରଫ

କଟକ : କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ଚୌଦ୍ୱାର ଥାନାରେ ପଚରାଉଚରା କରାଯାଇ ଗିରଫ ୪ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ,
Read More...

ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟା ଅଭିଯୋଗ

କଟକ : କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର । ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟାକରାଯାଇଥିବା ଅଭିଯୋଗ ହୋଇଛି । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କଟକ ଚୌଦ୍ଵାର ଥାନା ମହିଁଶାଲଣ୍ଡା ଗାଁରେ । ଛୁରାମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ପୋଲିସ ଜଣକୁ ଅଟକ ରଖି
Read More...

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୧୨ ଦିନରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ

କଟକ : ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ମୋଟ୍ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ
Read More...

ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ

କଟକ : ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ ହୋଇଯାଇଛି । ସେମାନେ ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ପାର୍ବତୀ ଘୋଷ ଏବଂ ବିଶିଷ୍ଟ ସଂଗୀତଜ୍ଞ ଅକ୍ଷୟ ମହାନ୍ତି । ଭାରତୀୟ
Read More...

ଡ୍ରିମ୍‌ସ ପକ୍ଷରୁ ବିପିୟୁଟି କୁଳପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

କଟକ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ନବନିଯୁକ୍ତ କୁଳପତି ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡ.ଅମିୟ କୁମାର ରଥଙ୍କୁ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ
Read More...

ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଲା ମାଟ୍ରିକ୍‌ ଉତ୍ତର ଖାତା, ଏପ୍ରିଲ ୩ରୁ ଆରମ୍ଭ ହେବ ଖାତା ଦେଖା

କଟକ : ରାଜ୍ୟର ବିଭିନ୍ନ ହାଇସ୍କୁଲ୍‌ରେ ହୋଇଥିବା ୩୧୬ ନୋଡାଲ୍‌ ସେଣ୍ଟରରୁ ପର୍ଯ୍ୟାୟକ୍ରମେ ମାଟ୍ରିକ୍‌ ପରୀକ୍ଷାର ଉତ୍ତର ଖାତାଗୁଡ଼ିକ ସୁରକ୍ଷା ବଳୟରେ ଆସି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପହଞ୍ଚିଛି । ମଙ୍ଗଳବାର ବାକି ଥିବା ଅନ୍ୟ ନୋଡାଲ୍‌ ସେଣ୍ଟରରୁ ଖାତାଗୁଡ଼ିକ ଆସି ମୂଲ୍ୟାୟନ କେନ୍ଦ୍ରରେ
Read More...

ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠିତ : ମହାସଂଘ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ

କଟକ : ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କ୍ରମାଗତ ଭାବେ ସରକାରୀ ଅବହେଳାର ଶିକାର ହୋଇ ଆସୁଥିବାରୁ ଏହାର ପ୍ରତିକାର ପାଇଁ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ ଏକ ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ
Read More...