ଘାତ ଖଣ୍ଡନ ନାଁରେ ଅସଦାଚରଣ ଅଭିଯୋଗ
କଟକ : କଟକ ବାଙ୍କୀ ଥାନା ଅନ୍ତର୍ଗତ ନରଗାଙ୍ଗ ଗାଁରେ ଘାତ ଖଣ୍ଡନ ପୂଜା ନାଁରେ ଜଣେ ନାବାଳିକାଙ୍କୁ ମନ୍ଦିର ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ପୂଜକଙ୍କୁ ଧରି ଲୋକେ ପୋଲିସ ଜିମାରେ ଦେଇଥିବା ସୂଚନା ମିଳିଛି ।
Read More...
Read More...