Browsing Tag

cuttack news

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଜଣେ ଏଲ୍‌ଏଲ୍‌ବି ଦ୍ଵିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୁଲିସକୁ ଛାତ୍ରୀଙ୍କ ପରିଚୟ ମିଳି ନ ଥିବା ବେଳେ ସେ ରାଜ୍ୟ ବାହାରର ବୋଲି କୁହାଯାଉଛି । ରାତି ପ୍ରାୟ ୮ଟା ୩୦ ବେଳେ ଛାତ୍ରୀଜଣକ ଫାଶୀ ଲଗାଇ ଝୁଲିଥିବା
Read More...

ଆଜି ହାଇକୋର୍ଟ ସମେତ ୧୫୧ ବାର୍‌ ଆସୋସିଏସନ୍‌ ନିର୍ବାଚନ : ଭୋଟ୍‌ ଦେବେ ୩୦ ହଜାର ୬୦୦ ଆଇନଜୀବୀ, ଅପରାହ୍ନରେ ଫଳାଫଳ

କଟକ : ଆଜିଠୁ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ୧୫୧ଟି ବିଭିନ୍ନ ବାର୍‌ ଆସୋସିଏସନ୍‌ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୩୦ ହଜାର ୬ଶହ ଆଇନଜୀବୀ ସେମାନଙ୍କର ମତଦାନ କରିବେ । ଭୋଟ୍‌ ଗ୍ରହଣ ପରେ ସାଙ୍ଗେସାଙ୍ଗେ ଭୋଟ୍‌ ଗଣତି ଆରମ୍ଭ ହେବ । ବାର୍‌ କାଉନସିଲ୍‌ର
Read More...

ଓଡ଼ିଶା ବାଗ୍ମୀ ଭାରତୀ ସମ୍ମାନ ୨୦୨୨ ପ୍ରଦାନ

କଟକ : କର୍ମବୀର ଗୌରୀ ଶଙ୍କର ଟାଉନ ହଲଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ବାଗ୍ମୀ ଭାରତୀ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । କଳା, ସାହିତ୍ୟ ଏବଂ ସଂସ୍କୃତି ବିଷୟରେ ମନମୁଗ୍ଧକର ଅସରନ୍ତି ବକ୍ତବ୍ୟ ପାଇଁ ଚୟନ କମିଟି ସଂଗ୍ରାମ କେଶରୀ
Read More...

୧୯୬୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କଟକ, (କେପିଏନ୍‌ଏସ୍‌) : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୬୯ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କର ସ୍ଥାନୀୟ
Read More...

ଆସନ୍ତା ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

କଟକ : ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛଡ଼ା ସବୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ । ମଝିରେ କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି
Read More...

ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ କାର୍ଯ୍ୟରତ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । କଟକ, ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କଟକ
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ସମ୍ବର୍ଦ୍ଧିତ

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ଅଗ୍ରଣୀ ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଓ ହାଇକୋର୍ଟ ଅଫ୍ ଓଡ଼ିଶାର ଖ୍ୟାତିସଂପନ୍ନ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ଓ ତାଙ୍କ ଧର୍ମପତ୍ନୀ ମଧୁମିତା
Read More...

ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ : ୨ ଅଭିଯୁକ୍ତ ଗିରଫ

କଟକ : ବିଡାନାସି ଭୁଆଶୁଣି ପଠାରେ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପରକିୟା ପ୍ରୀତି ପାଇଁ ହତ୍ୟା କରି ମୃତଦେହ ପଠାରେ ଫୋପାଡି ଦିଆଯାଇଥିବା ସୂଚନା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ବିଡାନାସୀ ପୋଲିସ ଗିରଫ କରିଥିବା ଜଣାପଡିଛି । ୨ ଅଭିଯୁକ୍ତ ହେଲେ ମୁନିଲାଲ୍‌ ଶର୍ମା
Read More...

ଛତ୍ରବଜାର ପୋଲ ଭୁଶୁଡିବା ଘଟଣାରେ ଆର୍‌ଡିସି କରିବେ ତଦନ୍ତ

କଟକ : କଟକ ଛତ୍ରବଜାର ପୋଲ ଗତକାଲି ସନ୍ଧ୍ୟାରେ ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ
Read More...

ଝରକା ତାଡି ଚୋରି କରି ନେଇଥିବା ଅଭିଯୋଗ

କଟକ : କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ତିନୋଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତିନୋଟି ଘରର ଝରକା ତାଡି ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗତକାଲି
Read More...