Browsing Tag

cuttack news

ଆଜିଠୁ ଆରମ୍ଭ ହକି ମହାକୁମ୍ଭ

କଟକ : ଆଜିଠୁ ହକି ମହାକୁମ୍ଭ ଆରମ୍ଭ । ବୁଧବାର କଟକର ବାରବାଟୀ ଷ୍ଟାଡ଼ିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହେଉଛି ମେଗା ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି
Read More...

ବାଲିରେ ୧୦୫ ଫୁଟ୍‌ର ହକି ଷ୍ଟିକ୍‌ ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

କଟକ : ଆଜି ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ଉତ୍ସବ । ସାରା ବିଶ୍ୱ କଟକର ଚମକ ଦେଖିବ । ଏହିଭଳି ସ୍ଥିତିରେ ବାଲୁକା ଶିଳ୍ପ ମାଧ୍ୟମରେ ପୁଣି ଏକ ବିଶ୍ୱ ରେକର୍ଡ କରିବାକୁ ଚେଷ୍ଟା କରିଛି କଟକ ଜିଲ୍ଲା ପ୍ରଶାସନ । ଏ ନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା 'କଟକ ଇନ୍‌ କଟକ'ରେ ଏକ ୧୦୫
Read More...

ହକି ବିଶ୍ୱକପ୍‌ ଉଦ୍‌ଘାଟନ ଉତ୍ସବରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

କଟକ : ଆଜି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେବେ । ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେବା ସହ ଉତ୍ସବକୁ
Read More...

ଖୋଲିଲା ଧବଳେଶ୍ୱର ପୀଠ

କଟକ : ଓଡ଼ିଶା ପ୍ରସିଦ୍ଧ ଧବଳେଶ୍ୱର ପୀଠ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଅସ୍ଥାୟୀ ରାସ୍ତା । ଝୁଲାପୋଲ ବଦଳରେ ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁମାନେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ
Read More...

ଫେବୃୟାରୀ ୨୧ରୁ ଓସିଏସ୍‌ ମେନ୍‌ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମେନ୍‌ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ପଙ୍କର୍ଯ୍ୟନ୍ତ ହେବ । ଏ ନେଇ ଓପିଏସ୍‌ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତିଦିନ ୨ ସିଟିଂରେ ପରୀକ୍ଷା
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ କଟକ ରେଳ ଷ୍ଟେସନ ନିରୀକ୍ଷଣ

କଟକ : ସାମାଜିକ ଗଣମାଧ୍ୟମରେ ବିପୁଳ ଜନମତକୁ ସମ୍ମାନ ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଷ୍ଟେସନର ଡିଜାଇନକୁ ସ୍ୱୀକୃତି ଦେଇଛନ୍ତି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ମଙ୍ଗଳବାର କଟକ ଷ୍ଟେସନ ନିରୀକ୍ଷଣ କରି ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିବା
Read More...

ଓଡିଶାରେ ଭିଣ୍ଟେଜ୍‌ ଯାନ ପାଇଁ ନୂତନ ପଞ୍ଜିକରଣ

ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟନୂତନ ପଞ୍ଜିକରଣ ପ୍ରାପ୍ତ ଭିଣ୍ଟେଜ ଯାନ ଗୁଡିକୁ ଭିଏ (ଭିଣ୍ଟେଜ୍‌) ଠାରୁ ଆରମ୍ଭ କରି ଏକ ସ୍ୱତନ୍ତ୍ର ପଞ୍ଜିକରଣ ମାର୍କ ଦିଆଯିବ କଟକ : ଭିଣ୍ଟେଜ୍‌ ଯାନ ସଂଗ୍ରହକାରୀଙ୍କ ପାଇଁ ଏକ ଖୁସି ଖବର, ନୂତନ ବର୍ଷ ଠାରୁ, ୫୦
Read More...

ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ଜୟନ୍ତୀ ପାଳିତ

କଟକ : ମାହାଙ୍ଗା ବ୍ଲକ ନନ୍ଦକିଶୋର ବିଦ୍ୟାମନ୍ଦିର ପରିସରରେ ଶିଳ୍ପୀଗରୁ ବିମ୍ବାଧର ବର୍ମାଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଜୟନ୍ତୀ ରାଜ୍ୟସ୍ତରୀୟ ବିଭିନ୍ନ ସ୍ଥାନରେ ହେବାକୁ ଥିବାବେଳେ ମାହାଙ୍ଗାରେ ଏହି କାର୍ଯ୍ୟକ୍ରମକୁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା
Read More...

ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ : ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ବାରଙ୍ଗ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ ଅଶୋକ ପ୍ରଧାନ । ସୂଚନା ଅନୁସାରେ, ନନ୍ଦନକାନନ ପଦାସାହି ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟର କାରଣ ଅସ୍ପଷ୍ଟ ରହିଛି ।
Read More...

ଜାନୁଆରୀ ୧୨ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

୫ରୁ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ କଟକ : ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି) ଜାନୁଆରୀ ୧୨ ତାରିଖରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍‌ ଏବଂ ଦ୍ୱିତୀୟ ପେପର୍‌
Read More...