କଟକ ସବ୍ରେଜିଷ୍ଟର ଅଫିସ୍ ନିକଟରେ ଅଗ୍ନିକାଣ୍ଡ : ୨ ଆହତ
କଟକ : କଟକ ଜିଲା ସବ୍ରେଜିଷ୍ଟର ଅଫିସ୍ ନିକଟରେ ଥିବା ଏକ ହୋଟେଲରେ ମଙ୍ଗଳବାର ନିଆଁ ଲାଗିଛି । ଏହି ନିଆଁ ଏବେ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ୨ଟି ଦମକଳବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହି!-->…
Read More...
Read More...