Browsing Tag

chudapali news

ବଲାଙ୍ଗିର ଜିଲ୍ଲା ଥୋରିଆ ସମାଜ ମହାସଭା ଉଦ୍‌ଯାପିତ

ଚୁଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଅନ୍ତର୍ଗତ ବିଡିଘାଟଠାରେ ବଲାଙ୍ଗିର ଜିଲ୍ଲା ଥୋରିଆ ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ପାଞ୍ଚ ବର୍ଷ ଅନ୍ତରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥରେ ସାମାଜିକ ଥୋରିଆ ମହାସଭା ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ
Read More...

ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଚୁଡାପାଲି, (କେପିଏନ୍‌ଏସ୍‌) : ଦୁଇଦିନ ଧରି ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଚୁଡାପାଲିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପ ସଭାପତି କ୍ଷେତ୍ରବାସୀ ଭୋଇ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା
Read More...

ଚୁଡାପାଲି ଶିଶୁମନ୍ଦିରରେ ମାତୃ କର୍ମଶାଳା

ଚୁଡାପାଲି, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲି ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପ୍ରଧ୍ୟାପିକା ସୁଶ୍ରୀ ସାଗରିକା ମିଶ୍ର ଦ୍ୱୀପ ପ୍ରଜ୍ୱଳନ
Read More...

ସୁକତେଲ ଆଁରେ ବିଲୀନ ଜଙ୍ଗଲ ପରିବେଶ : ଆଂଶିକ କ୍ଷତିଗ୍ରସ୍ତ ଲୋକେ ଆତଙ୍କିତ

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଏବେ ଆପାତତଃ ଶେଷ ପର୍ଯ୍ୟାୟରେ । ଆଗାମୀ ଜୁଲାଇ ମାସରେ ବନ୍ଧରେ ପାଣି ରଖାଯିବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ଏସବୁ ଭିତରେ ଏବେ ଜଳମଗ୍ନ ହେଉଥିବା ଅଞ୍ଚଳର ଲକ୍ଷ ଲକ୍ଷ ଗଛ କଟା ଚାଲିଛି । ଏହା ସହିତ ଏହିସବୁ ଅଞ୍ଚଳରେ
Read More...

ଲୋୟର ସୁକତେଲ ପ୍ରସଙ୍ଗ : ମାଟିରେ ମିଶିଲା ଚୁଡ଼ାପାଲି

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ବର୍ଷ ବର୍ଷ ଧରି ଯେଉଁଠି ରହୁଥିଲେ, ଯେଉଁଠି ଭୂମିଷ୍ଠ ହୋଇ ଛୋଟରୁ ବଡ ହେଲେ, ସେମାନଙ୍କ ଅଳିଅର୍ଦ୍ଦଳି ସହିଥିବା ସର୍ବଂସହା ଜନ୍ମମାଟିକୁ ପର କରି ଶେଷରେ ବିସ୍ଥାପିତ ହେବାକୁ ପଡ଼ୁଛି । ବିସ୍ଥାପନ ଦୁଃଖ ଯେ, କେତେ କଷ୍ଟଦାୟକ, ତାହା ବର୍ଣ୍ଣନା କରିବା ଅସମ୍ଭବ
Read More...

ସୁକତେଲ ପ୍ରଭାବିତ ଖୁଣ୍ଟପାଲିରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି

ଚୁଡାପାଲି : ସଦର ବ୍ଲକ ଖୁଣ୍ଟପାଲିଠାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଗ୍ରାମର ଅର୍ଦ୍ଧାଧିକ ଲୋକ ଲେୟର ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇ ବଲାଙ୍ଗିର ଲର୍କିପାଲି ମୌଜା ଓ ଅନ୍ୟାନ୍ୟ ସ୍ଥାନକୁ ଥଇଥାନ ପାଇଁ ବିସ୍ଥାପିତ ହୋଇଛନ୍ତି
Read More...

ଗଣ୍ଡ ସମାଜ ପକ୍ଷରୁ ସରସ୍ୱତୀ ପୂଜା ପାଳିତ

ଚୁଡା଼ପାଲି : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ଗ୍ରାମର ଢ଼ୁଲୁ଼ୁସର ଠାରେ ଗଣ୍ଡ ସମାଜ ପକ୍ଷରୁ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ସଭାପତି ପାକଲା କୁମୁରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସ୍ଥାନୀୟ କାର୍ଯ୍ୟକାରୀ କମିଟି ମଧ୍ୟରେ ଏକ ସମୀକ୍ଷା ବୈଠକ
Read More...

ଚୁଡାପାଲି ନଦୀରେ କାଇଁଶ ଫୁଲର ବଗିଚା

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଚୁଡାପାଲି ଏବଂ ଢୁଲୁସର ମୁଖ୍ୟ ରାସ୍ତାର ମଝିରେ ଥିବା ନଦୀର ଶୋଭା ବଢାଉଛି କାଇଁଶ ଫୁଲ । ଚୂଡାପାଲି ରାସ୍ତା ଦେଇ କୌଣସି କାମରେ ଗଲା ଲୋକେ ଚୁଡାପାଲି ବ୍ରିଜ ଉପରୁ ଏହି ନଦୀରେ ଥିବା କାଇଁଶଫୁଲ ବଗିଚାକୁ ମନଭରି ଉପଭୋଗ କରନ୍ତି । ଯେ କେହି ବି ଟିକେ ଅଟକି
Read More...

ରାସ୍ତାରେ ରହିଛି ଖାଲ : ରାସ୍ତାର ଚତୁଃପାର୍ଶ୍ୱରେ ଖେଳ ଖେଳୁଛି ମେଟାଲ୍

ଚୂଡାପାଲି, (ରାଜେଶ ଦଣ୍ଡସେନା) : ଶିବତଲା ମୂଖ୍ୟ ରାସ୍ତାରୁ ଆଡେନଡୁଂଗୁରୀକୁ ଯାଇଥିବା ୨.୨ କି.ମି. ରାସ୍ତାର ଅବସ୍ଥା ନ କହିଲେ ଭଲ । ରାସ୍ତାରେ ରହିଛି ବଡ ବଡ ଖାଲ ଏବଂ ମେଟାଲ୍ ଖେଳୁଛି ଖେଳ । ଆଡେନଡୁଂଗୁରୀ ଗ୍ରାମବାସୀ ପ୍ରତିଦିନ ଶିବତଲା ଗ୍ରାମକୁ ଯିବା ଆସିବା କରୁଥିବା ବେଳେ ନାହିଁ ନ
Read More...

‘କୋଶଳ ପ୍ରବାହ’ ପ୍ରଭାବ : ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଗତ ୨୫ ତାରିଖରେ 'କୋଶଳ ପ୍ରବାହ' ପୋର୍ଟାଲ୍‌ରେ ଦୁଆନପାଲିରୁ ବେନିଆପାଲି ସେତୁ ମୁଣ୍ଡର ରାସ୍ତାରେ ଖାଲ ରହିଥିବା ଖବର ପ୍ରକାଶ ପାଇଥିଲା । ସେହି ସମସ୍ୟା ଭିତ୍ତିକ ଖବରକୁ ସମାଜସେବୀ ପ୍ରେମ ରଣା ଦେଖି ଜିଲ୍ଲା ପ୍ରଶାସନ ତଥା ମୁଖ୍ୟମନ୍ତ୍ରୀଙ୍କ
Read More...