Browsing Tag

chikiti news

କର୍ପୋରେଟ୍‌ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

ଚିକିଟି : ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ କର୍ପୋରେଟ୍‌ ହାଉସ ଏବଂ ଶାସକ ଦଳର ନିୟନ୍ତ୍ରଣରେ ରହିଥିବାରୁ ସାଧାରଣ ଜନତାଙ୍କ ପ୍ରକୃତ ସମସ୍ୟା ଲୋକଲୋଚନକୁ ଆସିପାରୁନାହିଁ ଏବଂ ଗଣମାଧ୍ୟମଗୁଡ଼ିକ ଲକ୍ଷ୍ୟ ଓ ଆଦର୍ଶରୁ ବିଚ୍ୟୁତ ହେବା ସହିତ ବିଶ୍ୱାସନୀୟତା ମଧ୍ୟ ହରାଇ ବସୁଛି । ଏହା ଗଣତନ୍ତ୍ର ପ୍ରତି
Read More...

ଘରକୁ ଫେରୁଥିବା ବେଳେ ଓଲିଟଲା ଅଟୋ : ୭ ମାଟ୍ରିକ ପରୀକ୍ଷାର୍ଥୀ ଆହତ, ୩ ଗୁରୁତର

ଚିକିଟି : ଦଶମ ସମେଟିଭ୍‌-୧ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଅଟୋରେ ଘରକୁ ଫେରୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଧ୍ୟାହ୍ନ ୧୨ ଟା ସମୟରେ ଗଞ୍ଜାମ ଚିକିଟି ବ୍ଲକର ଧାନଘର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଅଟୋ ଯୋଗେ ଘରକୁ
Read More...

ବିଶ୍ଵକର୍ମା ବଢେଇ କୁଳ ଗୌଞ୍ଜୁବଂଶର ଶାଖା ବୈଠକ ଅନୁଷ୍ଠିତ

ଚିକିଟି : ବିଶ୍ଵକର୍ମା ବଢେଇ କୁଳ ଗୌଞ୍ଜୁବଂଶର ଶାଖା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିକିଟି ବ୍ଲକ୍ ପିତାତଳି ଠାରେ ବିଶ୍ଵକର୍ମା ବଢ଼ଢେଇ କୁଳ ଗୌଞ୍ଜୁବଂଶର ବୈଠକ ଅସ୍ଥାୟୀ ସଭାପତି ଉଦୟନାଥ ମହାରଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବଂଶର ପରିବାର ତାଲିକା କରି ଦ୍ଵିତୀୟ ସଂସ୍କରଣ
Read More...

କେଜିବିଭିରେ ସୁରକ୍ଷା କମିଟି ଗଠିତ

ଚିକିଟି : ଆଜି ଚିକିଟି ବ୍ଲକ ରାମଚନ୍ଦ୍ରପୁର ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ଏକ ସୁରକ୍ଷା କମିଟି ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ତହସିଲଦାର ବିଶ୍ୱ ରଞ୍ଜନ କହଁର, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ, ଚିକିଟି
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଳ କୁମାରୀ ପୀଠରେ ଚାରା ରୋପଣ

ଚିକିଟି : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ମା' ବାଳ କୁମାରୀ ପୀଠ ସମେତ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ଚାରା ରୋପଣ କରାଯାଇଛି । ବିଜେଡି ସଂଗଠକ ସୁରେନ୍ଦ୍ର ମଣ୍ଡଳଙ୍କ ନେତୃତ୍ୱରେ ବ୍ଲକର ବିଜେଡି ଯୁବ କର୍ମୀମାନେ ଏକଜୁଟ ହୋଇ ତିନି କିଲୋମିଟର
Read More...