Browsing Tag

chennai news

ହାଇଦ୍ରାବାଦକୁ ୧୦ରନରେ ହରାଇ କୋଲକାତାର ବିଜୟ ଅଭିଯାନ ଆରମ୍ଭ

ଚେନ୍ନାଇ : ଗତକାଲି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା
Read More...

ଆଇପିଏଲ ଆରମ୍ଭ : ପ୍ରଥମ ମ୍ୟାଚରୁ ରୋମାଞ୍ଚ, ମୁମ୍ବାଇକୁ ଶେଷ ବଲରେ ହରାଇଲା ବାଙ୍ଗାଲୋର

ଚେନ୍ନାଇ : ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚଟି ବେଶ ରୋମାଞ୍ଚକର ସ୍ଥିତିରେ ଶେଷ ହୋଇଛି । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ବିକେଟରେ ପରାସ୍ତ କରିଛି । ଆଜି ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ
Read More...

କୋଭିଡ୍ ୧୯ ସତ୍ତ୍ୱେ କାଲିଠାରୁ ଆରମ୍ଭ ହେବ ଆଇପିଏଲ

ଚେନ୍ନାଇ : ଭାରତରେ କୋଭିଡ୍-୧୯ ସଂକ୍ରମଣର ଭୟାବହତା ଦିନକୁ ଦିନ ଘନେଇବାରେ ଲାଗିଛି । ଦେଶ ଅସ୍ୱାଭାବିକ ଏବଂ ସାଂଘାତିକ ପରିସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ଶୁକ୍ରବାରଠାରୁ ବିଶ୍‌ଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ ଲିଗ୍ ‘ଆଇପିଏଲ୍‌’ର ଚର୍ତୁଦଶ ସଂସ୍କରଣ ଆରମ୍ଭ ହେବାକୁ
Read More...

ଥାଲାଇଭି ଫିଲ୍ମର ରିଲିଜ ତାରିଖ ଘୋଷଣା

ଚେନ୍ନାଇ : ଥାଲାଇଭି ଫିଲ୍ମର ରିଲିଜ ତାରିଖ ବୁଧବାର ଘୋଷଣା କରାଯାଇଛି । ଫି‌ଲ୍ମଟି ତାମିଲନାଡୁର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ଜୟଲଳିତାଙ୍କ ଭୂମିକା କରୁଥିବା କଙ୍ଗନା ରାନାୱତ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଜୟଲଳିତାଙ୍କ ୭୩ତମ
Read More...

ମଝି ସମୁଦ୍ରରେ ବୋଟରେ ଲାଗିଲା ନିଆଁ

ଚେନ୍ନାଇ : ସମୁଦ୍ର ମଝିରେ ବୋଟରେ ହଠାତ ଲାଗିଲା ନିଆଁ । ହୁ ହୁ ଜଳିଲା ବୋଟ୍ । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ତାମିଲନାଡୁ ରାମେଶ୍ୱରମ୍ ପାମବାନ ସମୁଦ୍ର ମଝିରେ ଏଭଲି ଘଟଣା ଦେଖିବାକୁ ମିଳିଛି । ହଠାତ୍ ବୋଟରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି
Read More...

ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସରୁ ଲୁଟେରାମାନେ ୨୫ କେଜି ସୁନା ଲୁଟିନେଲେ

ଚେନ୍ନାଇ : ଲୁଟେରାମାନେ ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସରୁ ଲୁଟିନେଇଛ‌ନ୍ତି ୨୫ କେଜି ସୁନା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ତାମିଲନାଡୁ ସ୍ଥିତ ମୁଥୁଟ ଫାଇନାନ୍ସର ହୋସୁର ବ୍ରାଞ୍ଚରେ ଆଜି ସକାଳ ପ୍ରାୟ ୧୦ରୁ ୧୧ ଟା ସମୟ ଭିତରେ ହଠାତ୍‌ ହେଲମେଟ୍‌ ପିନ୍ଧି
Read More...