Browsing Tag

chaodwar news

ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍‌ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚୌଦ୍ୱାର : କୁହୁଡି ହେଲା କାଳ । କଟକ ନୂଆପାଟଣା ସ୍ଥିତ ମଧୁସୂଦନ ସେତୁ ନିକଟରେ ବସ୍‌ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଖବର ଅନୁଯାୟୀ, ଦେବଗଡ଼ ପଟୁ କଟକ ଆସୁଥିଲା ଲକ୍ଷ୍ମୀ ନାଏକ ଏକ ଘରୋଇ ବସ୍‌ । ଗୁରୁବାର ଦିନ ଭୋର ସମୟରେ ବସ୍‌ଟି ଅତ୍ୟଧିକ କୁହୁଡି
Read More...