Browsing Tag

champua news

ଧାନ ଫସଲ ନଷ୍ଟ କଲେ ୧୪ଟିକିଆ ହାତୀପଲ

ଚମ୍ପୁଆ: ଏକ ୧୪ଟିକିଆ ହାତୀପଲ ଗତକାଲି ରାତିରେ ଚମ୍ପୁଆ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଡ଼ଙ୍ଗପାଳ ଗ୍ରାମରେ ପଶି ବ୍ୟାପକର କ୍ଷୟକ୍ଷତି କରିଛନ୍ତି । ଝାଡ଼ଖଣ୍ଡ ପଟୁ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ଅଡ଼ଙ୍ଗପାଳ ଗ୍ରାମରେ ପଶିଛନ୍ତି । ଖରଟିଆ ଧାନ ଫସଲ ନଷ୍ଟ କରିବା ସହ ଗ୍ରାମର ଠାକୁରାଣୀ ଶାଳରେ
Read More...

ପତ୍ନୀହନ୍ତାକୁ ଦଶବର୍ଷ ଜେଲ୍‌

ଚମ୍ପୁଆ : ଏକ ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସରୋଜ କୁମାର ଦାସ ଝୁମ୍ପୁରା ଥାନା ଅର୍ଶଳା ଗ୍ରାମର କୁନାଲ ମହାନ୍ତ (୨୭)କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅର୍ଶଳା ଗ୍ରାମର କୁନାଲ ରାଇଗୋଡ଼ି ଗ୍ରାମର ଲିଲିମଣି ମହାନ୍ତ (୨୫)ଙ୍କୁ
Read More...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଚମ୍ପୁଆ : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗଳି ପଡ଼ିଥିବା ହାତୀ । ଟୁଣଟୁଣା ଅରଡେଇ ପୋଲ ନିକଟରେ ରାସ୍ତା ପାର ହେଉଥିବା ବେଳେ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଗଳି ପଡିଥିଲା । ଚମ୍ପୁଆ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ : ୨ ମୃତ, ୨ ଗୁରୁତର

ଚମ୍ପୁଆ : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟି ଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ କୋଇଡ଼ା ଥାନା, କମଣ୍ଡୋ
Read More...

ଡ୍ରାଇଭର ଓ ହେଲପରକୁ ବାନ୍ଧି ହାଇୱା ଗାଡି ଲୁଟ୍ ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଓଭରବ୍ରିଜ ନିକଟରୁ ମଙ୍ଗଳବାର ରାତିରେ ଏକ ହାଇୱା ଗାଡ଼ି ଲୁଟ୍ ହୋଇଥିବା ନେଇ ଗାଡ଼ିର ଡ୍ରାଇଭର ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜ୍ୟୋତିପୁର ଗ୍ରାମର ଡ୍ରାଇଭର ସନୁ ନାଏକ ପ୍ରତିଦିନ ଭଳି ମଙ୍ଗଳବାର ରାତି ପ୍ରାୟ
Read More...

ପୋଲରୁ ଖସିଲା ଟ୍ରକ୍, ହେଲପର୍ ମୃତ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ଟୁଣଟୁଣା ଅରଡେଇଠାରେ ଏକ ବାଲି ବୋଝେଇ ହାଇୱା ଟ୍ରକ୍ ଦୁର୍ଘଟଣାଗସ୍ତ । ଟ୍ରକଟି ପୋଲ ଉପରୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ଗାଡ଼ିର ହେଲପରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ
Read More...

ମହିଳାଙ୍କଠାରୁ ସୁନା ଗହଣା ଥିବା ବ୍ୟାଗ୍ ଲୁଟ୍‌ ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଟାଉନ୍ ହଲ୍ ନିକଟରେ ଜଣେ ମହିଳାଙ୍କ ଠାରୁ ଲୁଟ୍ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ଥାନା ଉର୍ତ୍ତି ଗ୍ରାମର ସୁମନ୍ତ ମହାକୁଡଙ୍କ ସ୍ତ୍ରୀ ମୌସୁମୀ ମହାକୁଡ ତାଙ୍କ ବାପା ପ୍ରଦୀପ କୁମାର ପ୍ରଧାନଙ୍କ ସହ ଚମ୍ପୁଆ ଆଇସିଆଇସିଆଇ ବ୍ୟାଙ୍କରେ ବନ୍ଧକ ଥିବା
Read More...

ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ

ଚମ୍ପୁଆ : ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି । ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗତକାଲି ରାତିରେ ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଏକ ଗୋଠ ଛଡ଼ା ଦନ୍ତା ଆକ୍ରମଣ
Read More...

ସଡ଼କ ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ଚମ୍ପୁଆ : ରଘୁଆଳ ସାହି ୫୨୦ ନଂ. ଜାତୀୟ ରାଜପଥ ଉପରେ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଘଟଗାଁ ଥାନା ଅନ୍ତର୍ଗତ କୁନ୍ଦାପିଠା ଗ୍ରାମର ସାଗର ନାମକ ଜଣେ ଯୁବକ ବାଇକ୍‌ ଯୋଗେ ଯୋଡ଼ାକୁ ଆସୁଥିବା ବେଳେ
Read More...