Browsing Tag

bramhapur news

ଛତ୍ରପୁର ସହରାଞ୍ଚଳ ୧୪ ନମ୍ବର ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅବହେଳିତ ଅବସ୍ଥାରେ ଥିବା ୧୪ ନମ୍ବର ୱାର୍ଡ଼ର ପାନୀୟ ଜଳ ସମସ୍ୟା ବୁଝି ଅବଗତ ହେଲେ ବିଧାୟକ । ଜଳ ଯୋଗାଣ, ଡ୍ରେନ୍, ରାସ୍ତା, ସମସ୍ୟାର ସମାଧାନ ପାଇଁ ଛତ୍ରପୁର ବିଧାୟକ
Read More...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଉପରେ କ୍ୟାରିୟର ପରାମର୍ଶ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗ ଦ୍ୱାରା ବିଭାଗର ଛାତ୍ରମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଉପରେ ଏକ କ୍ୟାରିୟର କାଉନସେଲିଂ କର୍ମଶାଳା ଆୟୋଜିତ ହୋଇଯାଇଛି । ନ୍ୟୁରୋଏଣ୍ଟେଗ୍ରାଲ୍ ସାଇଣ୍ଟିଫିକ୍ ଇନଷ୍ଟିଚ୍ୟୁଟ୍ ଅଫ୍
Read More...

ମା’ ରାମଚଣ୍ଡୀ ମନ୍ଦିରବେଢ଼ା ପରିସର ସଫେଇ ଓ ରାମକୁଣ୍ଡର ପୁନଃ-ରୁଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ପ୍ରଥମାଷ୍ଟମୀ ତିଥୀରେ ଶ୍ରୀ ଶ୍ରୀ ମା' ରାମଚଣ୍ଡୀଙ୍କ ମନ୍ଦିର ବେଢ଼ା ପରିସରରେ ସଫେଇ କାର୍ଯ୍ୟ ସମ୍ପନ୍ନ ସାଂଗକୁ ବହୁ ମୂଲ୍ୟବାନ ଔଷଧୀୟ ଗୁଣ ସମ୍ପନ୍ନ ବୃକ୍ଷରୋପଣ କରାଯାଇଛି । ସ୍ୱଚ୍ଛ ସୁନ୍ଦର ପରିବେଶ ଏବଂ କୃତ୍ରିମ ବନାନୀ ଲକ୍ଷ୍ୟ ନେଇ
Read More...

ନିଆରା ଢଙ୍ଗରେ ପୁଅର ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଦେବାଶିଷ ପଟ୍ଟନାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଯୁବ ସମାଜସେବୀ ତଥା ବିଜେପି ଯୁବନେତା ଦେବାଶିଷ ପଟ୍ଟନାୟକ ରକ୍ତଦାନ ଶିବିରର ଆୟୋଜନ କରି ଏକ ନିଆରା ଢଙ୍ଗରେ ତାଙ୍କ ନିଜ ପୁଅର ଜନ୍ମଦିନ ପାଳିଛନ୍ତି । ଶିବିରରେ ୧୯୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଯାହା ବିଭିନ୍ନ ମହଲରେ ସାଧୁବାଦର
Read More...

‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁବାର ଅପରାହ୍ନରେ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ ଭବନ ପରିସରରେ
Read More...

ଛତ୍ରପୁରରେ ଦଳୀୟ କଂଗ୍ରେସ ପାର୍ଟି ପକ୍ଷରୁ ବନ୍ଧୁମିଳନ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ କର୍ମୀଙ୍କ ସମାବେଶ ମଧ୍ୟରେ ଏକ ବନ୍ଧୁମିଳନ ସମାରୋହ ସମାଜସେବୀ ତଥା ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଶତାଧିକ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପେନ୍‌ସନ୍‌ ଅଦାଲତରେ ୭୩୯ ଜଣଙ୍କର ଫଇସଲା ସମାଧାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ପ୍ରଶାସନ ଓ ସଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପେନ୍‌ସନ୍‌ ଅଦାଲତ ବୁଧବାର ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଦାଲତରେ ପ୍ରାୟ ୫ ଶହ ଜଣ ଅବସରପ୍ରାପ୍ତ ଅଧିକାରୀ,
Read More...

ବ୍ରହ୍ମପୁରରେ ଗୁରୁ ଅବତରଣ ମହୋତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱଶକ୍ତି ସେବା ସଂସ୍ଥାନ ପରିବାର ତରଫରୁ ସଂସ୍ଥାର ପ୍ରତିଷ୍ଠାତା ପୂଜ୍ୟ ଗୁରୁଦେବ କ୍ରିଷ୍ଣା ଭେୟାଜୀଙ୍କ ଅବତରଣ ମହୋତ୍ସବ ସ୍ଥାନୀୟ ଆସ୍କା ରୋଡ୍‌ ପାଣିଗ୍ରାହୀପେଣ୍ଠ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସନ୍ତୋଷ କୁମାର ମହାନ୍ତି
Read More...

ଗଞ୍ଜାମ ଜିଲ୍ଲା ପରିମଳ ମିଶନ ପକ୍ଷରୁ ୩ ବ୍ଲକ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵ ଶୌଚାଳୟ ଦିବସ ଅବସରରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପରିମଳ ମିଶନ ପକ୍ଷରୁ ୩ ବ୍ଲକ ପୁରସ୍କୃତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ମଧ୍ୟରୁ ଭଞ୍ଜନଗର ପଞ୍ଚାୟତ ସମିତି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଛତ୍ରପୁର ପଞ୍ଚାୟତ ସମିତି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ

ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଛି । ଏଥିନେଇ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି
Read More...