Browsing Tag

bramhapur news

ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତିର ଆହ୍ୱାନ

"ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ " ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୬୨ ତମ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମା ନଗର
Read More...

ଅଦିନିଆ ବର୍ଷାରେ କ୍ଷୟକ୍ଷତି ଓ ଚାଷୀ ଆତ୍ମହତ୍ୟାର କ୍ଷତି ପୂରଣ ଦାବୀରେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୦ ତାରିଖ ଠାରୁ ୨ଟି ପର୍ଯ୍ୟାୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଦ୍ଵାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ଧାନ ଓ ଅଣଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି । ଏବେ ବର୍ତ୍ତମାନ ଚାଷୀକୂଳ ବେସାହାରା ଫସଲ କ୍ଷତି ଭରଣା ହେବା
Read More...

ରବିବାର ଠାରୁ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଗଡ଼ିବ ମହାକୁମ୍ଭ ମେଳା ନିମନ୍ତେ ସ୍ୱତନ୍ତ୍ର ବସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତାକାଲି ତା ୧୨.୦୧.୨୦୨୫ ରିଖ ଦିନ ସକାଳ ୧୦ଟା ସମୟରେ ବ୍ରହ୍ମପୁର ଠାରୁ ଅଯୋଧ୍ୟାକୁ ମହାକୁମ୍ଭ ମେଳା ନିମନ୍ତେ ସ୍ୱତନ୍ତ୍ର Multy axcel Volvo AC Sleeper ଯାତ୍ରା ଆରମ୍ଭ କରିବ । ଏହା ଆସନ୍ତାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...

ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗରଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ
Read More...

ଦିବ୍ୟଦୃଷ୍ଟି ଯୋଜନାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରତିଷ୍ଠିତ ସରକାରୀ ଅନସ୍ଲୋ ହାଇସ୍କୁଲର ମେଇନ୍ ହଲ୍‌ରେ ବିଭିନ୍ନ ସରକାରୀ ସ୍କୁଲ୍ ତଥା ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
Read More...

ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଡି. ଶ୍ରୀରାମ ମୂର୍ତ୍ତିଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଜଣେ ସ୍ୱନାମଧନ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଡି. ଶ୍ରୀରାମ ମୂର୍ତ୍ତି (୮୮)ଙ୍କ ଗତକାଲି ରାତ୍ର ୨ଘଣ୍ଟା ୪୦ ମିନଟ୍ ସମୟରେ ତାଙ୍କର ହଉସିଂ ବୋର୍ଡ଼ ନିକଟସ୍ଥ ହରିହର ନଗର ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ଦେହାନ୍ତ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ଭି.ଭି. ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ଅଭିଯାନ ଗଞ୍ଜାମ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ
Read More...

ଆଇ.ଆର.ଇ.ଏଲ୍. ସୌଜନ୍ୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମରେ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଗୁରୁବାର ଲୋକାର୍ପିତ ହେଇଯାଇଛି । ପୋଡ଼ାପଦର ସରପଞ୍ଚ ଶ୍ରୀମତୀ ସୁଜାତା ଦାସ, ଆଇ.ଆର.ଇ.ଏଲ୍.
Read More...

ପାଲିଆ ଛତ୍ରପୁର ଗ୍ରାମରେ ଦିନିକିଆ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ଓ ବ୍ରହ୍ମପୁର ବିଜୁ ପଟ୍ଟନାକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ପାଲିଆ-ଛତ୍ରପୁର ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଜିଲ୍ଲା ଶାଖା ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
Read More...