Browsing Tag

bramhapur news

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ଜଣେ ମୃତ ୪ ଆହତ

ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଜଣେ ମହିଳା ମୃତ, ୪ ଆହତ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି । ଶାହା ଚାରିଟେବୁଲ୍ ଟ୍ରଷ୍ଟ ବୋର୍ଡର ମୁଖ୍ୟ ପୁରୋଧା ଜୀବନ ଶାହା ବାବାଙ୍କ
Read More...

ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଉଞ୍ଜୁ ଗାଁରେ ଅଭାବନୀୟ ଘଟଣା । ବ୍ରାହ୍ମଣ ସାହିରେ କାଳୁ ଚରଣ ମହାରଣାଙ୍କ କାର୍ ପୋଡି ଦେଲେ ଦୁର୍ବୃତ୍ତ । ଫଳରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଏ ଓ କାହିଁକି ଏଭଳି କାଣ୍ଡ
Read More...

ନୂତନ ନ୍ୟାୟିକ ଡେପୁଟୀ ଡ଼ାଇରେକ୍ଟରଙ୍କ ରାମଚଣ୍ଡୀ ମନ୍ଦିର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗସ୍ତରେ ଆସି ପ୍ରମୁଖ ନ୍ୟାୟିକ ପଦାଧିକାରୀ ଗଣଙ୍କ ରବିବାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କର
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଏକ ସ୍ୱତନ୍ତ୍ର ଆସର ରବିବାର ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସାଧକଙ୍କ
Read More...

ବିଜେପି ପକ୍ଷରୁ ଛତ୍ରପୁର ସହରରେ ପରାକ୍ରମ ରାଲି ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଅପରେସନ ସିନ୍ଦୁର ପରାକ୍ରମ ବର୍ଣ୍ଣାଢ଼୍ୟ ବାଇକ୍ ଶୋଭାଯାତ୍ରା ଶୁକ୍ରବାର ଆୟୋଜନ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ବାହାରି ସହର
Read More...

ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣା : ଫେରାର ମାଧବ ୧୨ ବର୍ଷ ପରେ ଗିରଫ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ । ୨୦୧୩ରୁ ସେ ଫେରାର ଥିବା ବେଳେ ଗୋସାଇଁନୂଆଗାଁ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ୨୦୧୩ ମସିହାରେ ଶାନ୍ତି ମିଶ୍ରଙ୍କୁ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ
Read More...

ସମାଜସେବୀଙ୍କ ମାତା ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ସ୍ୱର୍ଗତ ତାରକେଶ୍ୱର ପଣ୍ଡା ଙ୍କ ମାଆ ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହ ଦିବସ ଶୁକ୍ରବାର ଛତ୍ରପୁର ଗୌରୀଶଙ୍କର ମନ୍ଦିରରେ ଏକ ଆଧ୍ୟାତ୍ମିକ ଧାରାରେ ପାଳିତ ହୋଇଯାଇଛି । ସ୍ୱର୍ଗତ ଶାନ୍ତି ପଣ୍ଡା ଜଣେ ସ୍ନେହୀ, ସାଧୂତାପରାୟଣୀ, ପରୋପକାରୀ ଓ
Read More...

ଭାରତର ବୀର ସେନାବାହିନୀଙ୍କ ବିଜୟୀ ଗୌରବ ଗାଥା ନେଇ ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ଭଞ୍ଜନଗରରେ, ଭାରତର ବୀର ସୈନିକମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପକୁ ସମ୍ମାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଯାତ୍ରା ଅନୁଷ୍ଠିତ
Read More...

ଅପରେସନ୍ ସିନ୍ଦୂର’ର ସଫଳତା ନେଇ ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ଉଡ଼ାଇ ବାଇକ୍ ଶୋଭା ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ଭଞ୍ଜନଗରରେ, ଭାରତର ବୀର ସୈନିକମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପକୁ ସମ୍ମାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଯାତ୍ରା ଅନୁଷ୍ଠିତ
Read More...