Browsing Tag

bramhapur news

ଦବଦବା ଦେଖାଇଲେ ଗଞ୍ଜାମ ଜିଲ୍ଲାର ବିଜେଡ଼ି ନେତ୍ତୃବର୍ଗ

ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି ଆଇନ ଶୃଙ୍ଖଳା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ବୋଲି ବିଜେଡ଼ିର ଅଭିଯୋଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଉ ଦବଦବା ଦେଖାଇଲେ ବିରୋଧୀ ଗଞ୍ଜାମ ଜିଲ୍ଲାର ବିଜେଡ଼ି ନେତ୍ତୃବର୍ଗ । ପ୍ରଥମେ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ
Read More...

ରିକାପଲ୍ଲୀ ରାଧାକୃଷ୍ଣ ମଠ ତରଫରୁ ନନ୍ଦଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ବର ୱାର୍ଡ ରିକାପଲ୍ଲୀ ରାଧାକୃଷ୍ଣ ମଠ ତରଫରୁ ନନ୍ଦଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପାରମ୍ପରୀକ ରୀତିନୀତି ଅନୁଯାୟୀ ପ୍ରଥମେ ଗୌଡ଼ ଲୋକ ମାଧ୍ୟମରେ ଦଧି ହାଣ୍ଡି ଧରିବା ପାଇଁ ଏବଂ ଦଧି ହାଣ୍ଡି
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ୭୯ତମ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମ୍ଭାର ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପରିସରରେ ୭୯ ତମ ସ୍ୱାଧୀନତା ଦିବସ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର
Read More...

ପାରଳାଖେମୁଣ୍ଡିରୁ ଅପହୃତ ଗ୍ରାନାଇଟ ମ୍ୟାନେଜର ଆନ୍ଧ୍ରରୁ ଉଦ୍ଧାର : ସମ୍ପୃକ୍ତ ୭ ଜଣ ଅପହରଣକାରୀଙ୍କୁ ଗିରଫ କରିଛି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରଳାଖେମୁଣ୍ଡି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଗ୍ରାନାଇଟ ମ୍ୟାନେଜରଙ୍କୁ ଅପହରଣ କରି ନେବା ସହ ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ପୋଲିସ ୭ ଜଣ ଦଲାଲଙ୍କୁ ଆନ୍ଧ୍ରରୁ ଗିରଫ କରି ଗ୍ରାନାଇଟ ମ୍ୟାନେଜରକୁ ମଧ୍ୟ ପୋଲିସ ଉଦ୍ଧାର
Read More...

ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥାନୀୟ ଦେଶୀ ବେହେରା ସାହିସ୍ଥିତି ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ରାତ୍ର ବିଳମ୍ବିତ ପ୍ରହରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭାଗବତ
Read More...

ଛତ୍ରପୁର ଆଦର୍ଶ ଥାନା ଆଇଆଇସି ନିଲମ୍ବିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ସଦର ମହକୁମା ଛତ୍ରପୁର ଆଦର୍ଶ ଥାନା ଆଇଆଇସି ଇନ୍ସପେକ୍ଟର ଦେବାଶିଷ ମହାନ୍ତି ନିଲମ୍ବିତ ହୋଇଥିବା ଶନିବାର ସନ୍ଧ୍ୟାରେ ଖବର ମିଳିଛି । ସେ କାର୍ଯ୍ୟରେ ବିଭିନ୍ନ କେଶ୍ ପରିଚାଳନାରେ ଅବହେଳା କରିବା ଏବଂ ତାଙ୍କ
Read More...

ସ୍ୱାଧୀନତା ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ । ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ଘୁମୁସରର ଅବଦାନ ପ୍ରସଙ୍ଗକୁ ଅବଲୋକନ କଲେ ମନରେ ସ୍ୱତଃ ରୋମାଞ୍ଚକର ଶିହରଣ ଖେଳିଯାଏ । ଗଞ୍ଜାମ ଜିଲ୍ଲାର ଘୁମୁସର ବିଦ୍ରୋହର ସଂଗ୍ରାମୀ ଦୋରା ବିଷୋୟୀ ଓ ଚକରା
Read More...

ଛତ୍ରପୁର ଅଟୋ ଚାଳକ ସଂଘ ପକ୍ଷରୁ ୭୯ ତମ ସ୍ୱାଧିନତା ଦିବସ ପାଳିତ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଲୱେର୍ ବସଷ୍ଟାଣ୍ଡ ଠାରେ ଛତ୍ରପୁର ଅଟୋ ଚାଳକ ସଂଘ ପକ୍ଷରୁ ୭୯ତମ ସ୍ୱାଧିନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ହୋଇଯାଇଛି । ବହୁ ବୀର ସ୍ଵାଧୀନତା ସଂଗ୍ରାମୀ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ
Read More...

ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିଲା ଅଗ୍ନିକାଣ୍ଡ : ଫୋନ୍ କଲେ ବି ଆସିଲେନି ଅଧିକାରୀ

ନିଆଁ ଲିଭାଇଲେ ସାମ୍ବାଦିକ ଆଉ ବିଧାୟକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ସଦର ମହକୁମା ଦପ୍ତରାଞ୍ଚଳ ଛତ୍ରପୁର ସ୍ଥିତ ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶନିବାର ସକାଳୁ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଥିପତ୍ର, ଯାନ୍ତ୍ରିକ ଦ୍ରବ୍ୟ,
Read More...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ଶ୍ରେଣୀ ଗୃହର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛାତ୍ରଛାତ୍ରୀମାନଙ୍କ ଶୈଖିକ ସହ ବୌଦ୍ଧିକ ଶିକ୍ଷାର ବିକାଶ କରିବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ବୁଧବାର ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଗ୍ରାମ ଶ୍ରୀରାଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଆଗ୍ରାହାରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ
Read More...