Browsing Tag

bramhapur news

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗରେ ୨ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ନଭେମ୍ବର ୫ ଓ ୬, ୨୦୨୪ରେ ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସ୍ନାତ୍ତକୋତ୍ତର
Read More...

ସୁଜିତ କୁମାର ଶତପଥିଙ୍କୁ ବ୍ରହ୍ମପୁର ମହାନଗର ‘ପୁସ୍ତକମେଳା ଯୁବ ପ୍ରତିଭା ସମ୍ମାନ – ୨୦୨୪ ’

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଯୁବକବି ସୁଜିତ୍‌ କୁମାର ଶତପଥିଙ୍କୁ ବ୍ରହ୍ମପୁର ମହାନଗର ‘ପୁସ୍ତକମେଳା ଯୁବ ପ୍ରତିଭା ସମ୍ମାନ - ୨୦୨୪ ’ ପ୍ରଦାନ କରାଯାଇଛି । ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏକାଦଶ ବ୍ରହ୍ମପୁର ମହାନଗର ପୁସ୍ତକମେଳା ଅବସରରେ କବିତା ରଚନା
Read More...

ଚାହିଦା ମେଣ୍ଟାଇବା ସକାଶେ ଜିଲ୍ଲାରେ ୧୭୫୦ ହେକ୍ଟର ଆଳୁଚାଷ କରାଯିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ର ସକାଶେ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା ଭାବେ ପରିଗଣିତ ହୋଇଛି । କ୍ଲଷ୍ଚରସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇପାରିବ ଏବଂ ବଜାରରେ କୃଷକଗଣ ପ୍ରତିଯୋଗିତା ମୂଳକ ଲାଭବାନ
Read More...

ବେଲଗୁଣ୍ଠା ଏନ୍‌.ଏ.ସି. ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନ୍‌.ଏ.ସି.ର ଉପାଧ୍ୟକ୍ଷା ଟି. ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌.ଏ.ସି.ର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଉପାଧ୍ୟକ୍ଷାଙ୍କ ବିରୋଧରେ
Read More...

ତାରାତାରିଣୀଙ୍କ ମନ୍ଦିରରୁ ଦେବୀଙ୍କ ଅଳଙ୍କାର, ମୁକୁଟ, କୀରଟି ଚୋରି ଘଟଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଯାହାକି, ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ କୂଳବତ୍ତୀ ତଥା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଅବସ୍ଥାପିତ ମା’ ତାରାତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଖବର ମିଳିଛି ।
Read More...

ବିପର୍ଯ୍ୟୟ ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲାର କରପଡା ଟିମ୍ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଓ ସଚେତନତା ନିମନ୍ତେ ପ୍ରତିଟି ଗ୍ରାମପଞ୍ଚାୟତରେ ସର୍ଚ୍ଚ ଓ ରେସ୍କୁ ଟିମ୍ ଗଠନ କରାଯାଇଛି । ଏହି ଟିମ୍ କେତେ ଦୂର ସକ୍ରିୟ ଭାବେ କାର୍ଯ୍ୟ କରୁଛି । ସେନେଇ ବ୍ଲକ ସ୍ତରରୁ ଜିଲ୍ଲାସ୍ତର ଏବଂ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକ ମାନଙ୍କ ପାଇଁ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ଏକ
Read More...

ତେଲେଙ୍ଗାନା ସଡ଼କ ଦୁର୍ଘଟଣାରେ ୪ ସାମ୍ବାଦିକ ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ତେଲେଙ୍ଗାନା ସଡ଼କ ଦୁର୍ଘଟଣାରେ ମାଲକାନଗିରି ଅଞ୍ଚଳର ୪ ଜଣ ସାମ୍ବାଦିକ ଗୁରୁତର ହୋଇ ପଡିଛନ୍ତି ବୋଲି ସୂଚନା ମିଳିଛି । ପ୍ରକାଶ ଯେ' ଓଡ଼ିଶାର ମାଲକାନଗିରି ଜିଲ୍ଲାରୁ ତିରୁପତି ତୀର୍ଥ କ୍ଷେତ୍ରକୁ ଦର୍ଶନ ସାରି ଫେରୁଥିବା ସମୟରେ ରାମେଶ୍ୱରର
Read More...

୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଏକ ସରକାରୀ କ୍ଵାଟର ମରାମତି କାର୍ଯ୍ୟର ଫାଇନାଲ ବିଲ କରାଇ ଦେବା ପାଇଁ ଠିକାଦାରଙ୍କ ଠାରୁ ୧୦
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନି ମିଟ୍ : ଇ-ଲାଇବ୍ରେରୀ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନି ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ପ୍ରତିକ୍ଷୀତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଉଦ୍ଧିଷ୍ଠ ନିର୍ଭରଶୀଳ ଇ-ଲାଇବ୍ରେରୀର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର
Read More...