ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ନିମାପଲ୍ଲୀ ଗ୍ରାମରେ ବିଭିନ୍ନ କିସମର ଫଳ ଚାରା ବଣ୍ଟନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳାଗାଁ ଗ୍ରାମପଞ୍ଚାୟତ ନିମାପଲ୍ଲୀ ଗ୍ରାମର କୋଠଘର ଠାରେ ଗ୍ରାମର ଏକଶହ ପରିବାରକୁ ୨୫୦ରୁ ବିଭିନ୍ନ କିସମର ଫଳ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...