Browsing Tag

bramhapur news

ଦକ୍ଷିଣ ଭାରତରେ ପ୍ରସିଦ୍ଧ ବୋମୁଲୁ ଗୋଲୁ ପୂଜା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଭାରତରେ ପ୍ରସିଦ୍ଧ ବୋମୁଲୁ-ଗୋଲୁ ପୂଜା ଏକ ନିଆରା ପରମ୍ପରା । ଏହା ଏକ ଦାକ୍ଷିଣାତ୍ୟା ସଂସ୍କୃତି ସମ୍ପନ୍ନ ପ୍ରାଚୀନ କାଳରୁ ଆଧୁନିକ ସମୟରେ ମଧ୍ୟ ବେଶ୍ ପ୍ରଚଳିତ ହୋଇଆସିଅଛି । ଏହି ପୂଜା ନବରାତ୍ର ପୂଜା ଅବସରରେ ବିଜୟା ଦଶମୀ ପର୍ଯ୍ୟନ୍ତ
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଲିରେ ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ସାମିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ରବିବାର ଦିନ ଛତ୍ରପୁର ସହର ସ୍ଥିତ ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଏକ ଭବ୍ୟ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ଵୟଂସେବକ ମଣ୍ଡଳୀ ସେବାଧାରୀଗଣ ପଥ ସଞ୍ଚାଳନ ସହ ନଗର ପରିକ୍ରମା କରିଥିଲେ । ମୁଖ୍ୟ ସଡ଼କ ପାଖରେ
Read More...

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଷୋଳ ଦିନାତ୍ମକ ପୂଜା ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାରରେ ଷୋଳ ଦିନ ଧରି ଆୟୋଜିତ ହୋଇ ଆସିଥିବା ଶାରଦୀୟ ଦୁର୍ଗା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦଯାପିତ ହୋଇଯାଇଛିଫ ପବିତ୍ର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ
Read More...

ଛତ୍ରପୁରରେ ଶ୍ରୀ ଶ୍ରୀ ରାମାୟାଣାମ୍ମା ଠାକୁରାଣୀଙ୍କ ନବରାତ୍ର ପୂଜା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା' ରାମାୟାଣାମ୍ମାଙ୍କ ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଥିବା ବେଳେ ସୋମବାର ସନ୍ଧ୍ୟାରେ ଦେବୀଙ୍କ ମହାଷ୍ଟମୀ ପୂଜା ନୀତିକାନ୍‌ନ୍ତି ଅନୁସାରେ ସମାହିତ
Read More...

ରାଜ୍ୟ ସଂସ୍କୃତି ବିଭାଗର ନିଷ୍ପତ୍ତି : ଦକ୍ଷିଣ ଓଡ଼ିଶାର ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବ,…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପୂଜ୍ୟପୂଜା ପରମ୍ପରାକୁ ଆଉ ଟିକେ ଆଗକୁ ନିଆଯିବ । ଓଡ଼ିଶାର ଆଉ କିଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସାର୍ବଜନୀନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଫଳରେ ଉତ୍ତର ପିଢ଼ି ଆମ ବରପୁତ୍ରମାନଙ୍କୁ ନେଇ ଅଧିକ ସଚେତନ ହେବେ । ଏନେଇ ଅଂଟା ଭିଡ଼ିଛି ଓଡ଼ିଆ ଭାଷା,
Read More...

ମହାଷ୍ଟମୀ ମହାନବମୀ ପାଇଁ ମା’ ବୀରସିଂହୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅଧୀନସ୍ଥ ବିପୁଲିଙ୍ଗୀ ଗ୍ରାମର ଏକ ଅନୁଚ୍ଚ ପର୍ବତ ଉପରେ ବିରାଜିତ ଖଣ୍ଡ-ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ମା' ବୀରସିଂହୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ମୁଖର ହୋଇଉଠିଛି । ତିନିଦିନ ବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଉତ୍ସବ
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବର୍ତ୍ତମାନ ନିଜର ଶତାବ୍ଦୀ ବର୍ଷ ପାଳନ କରୁଛି । ୧୯୨୫ ମସିହାରେ ଆରମ୍ଭ ହୋଇଥିବା ସଂଘର କାର୍ଯ୍ୟ ଆଜି ସେବାମୂଳକ କାର୍ଯ୍ୟଦ୍ୱାରା ସମଗ୍ର ଦେଶ ଓ ବିଦେଶରେ ପରିଚିତ । ଗତ ରବିବାର ଦିନ ଛତ୍ରପୁର ସହର ଅନସ୍ଲୋ ହାଇସ୍କୁଲ
Read More...

ଛତ୍ରପୁରର ଶ୍ରୀ ଶ୍ରୀ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା ଖୁବ୍ ଉତ୍ସବ ମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବିଭିନ୍ନ ଶକ୍ତିପୀଠ ଏବଂ ଗ୍ରାମଦେବୀ ମନ୍ଦିରରେ ନବରାତ୍ର ପୂଜା ଖୁବ୍ ଉତ୍ସବମୁଖର ଭାବେ ପାଳିତ ହୋଇଆସୁଛି । ସହରର ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ଦ୍ଵାରା ପରିଚାଳିତ ଯାହା ଦେବୀନଗର ସାହିରେ
Read More...

କିଶନ ପଟ୍ଟନାୟକ ଜଣେ ନୀତିନିଷ୍ଠ ଓ ସାଲିସବିହୀନ ରାଜନେତା ଭାବେ ଭାରତ ବର୍ଷରେ ପରିଚିତ : ଜେଏନୟୁର ପୂର୍ବତନ ସଭାପତି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜବାଦୀ ନେତା, ବିପ୍ଲବୀ ଚିନ୍ତକ ଏବଂ ପ୍ରାକ୍ତନ ସାଂସଦ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଲୋହିଆ ଏକାଡେମୀ ପକ୍ଷରୁ ସ୍ମାରକୀ ବକ୍ତୃତାର ଆୟୋଜନ କରାଯାଇଥିଲା । “ଭାରତରେ ଗଣତନ୍ତ୍ର ବିଲୟ ପଥରେ ଅଛି କି ?” ବିଷୟରେ ଜେଏନୟୁର
Read More...

ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ହେବାକୁ ଥିବା ପ୍ରାଦେଶିକ କ୍ରୀଡାର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ହେବାକୁ ଥିବା ପ୍ରାଦେଶିକ କ୍ରୀଡା ପ୍ରତିଯୋଗିତା ସମାରୋହ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିକାଶ ସମିତି, ଓଡିଶାଙ୍କ ଯୋଜନା
Read More...