Browsing Tag

bramhapur news

ମଞ୍ଚ ନିର୍ଦ୍ଦେଶକ ରାଜୀବ ଲୋଚନ ରେଡ୍ଡୀ ପ୍ରଥମ ସ୍ଥାନରେ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଲାପଲ୍ଲୀ ଗ୍ରାମର ବରିଷ୍ଠ ଯୁବ ମଞ୍ଚ ନିର୍ଦ୍ଦେଶକ ସି.ଏଚ. ରାଜୀବ ଲୋଚନ ରେଡ୍ଡୀ ରଙ୍ଗମଞ୍ଚ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ଏହି
Read More...

ବିଧାନସଭା ଷ୍ଟାଣ୍ଡିଂ କମିଟୀର ଭଞ୍ଜନଗର ଗସ୍ତ ଅଞ୍ଚଳ ବୁଲି ଭିତ୍ତିଭୂମି ପରଖିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟୀ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ମାନ୍ୟବର ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନ୍ୟବର ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର,
Read More...

ଭଞ୍ଜନଗରରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱଆୟୁକ୍ତ (ଆରଡିସି) ରୂପା ରୋଶନ ସାହୁ ବୁଧବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ରାଜସ୍ୱ ଓ ପଞ୍ଚାୟତିରାଜ ବିଭାଗ ସମେତ ଅନ୍ୟ ବିଭାଗର ସମୀକ୍ଷା କରିଛନ୍ତି । ଶ୍ରୀମତୀ ସାହୁ ପ୍ରଥମେ ଭଞ୍ଜନଗର ତହସିଲକୁ ଯାଇ ବିଭାଗୀୟ ସମୀକ୍ଷା
Read More...

ବିବାହ” ଫଟୋଗ୍ରାଫି ଓ ଭିଡିଓ ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୋନି କମ୍ପାନୀ ଓ ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ମିଳିତ ସହଯୋଗରେ ବୁଧବାର "ବିବାହ" ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ସୋନି ମିରଲେନ୍ସ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୋ ଛତ୍ରପୁର ନିକଟ ତାମ୍ପରା ରିସୋର୍ଟ ଠାରେ
Read More...

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ବୃହତ୍ ଋଣ ପ୍ରଦାନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ବୁଧବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନିକିଆ ବୃହତ୍ ଋଣ ପ୍ରଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଯୋଜନା
Read More...

ବରିଷ୍ଠ ଭେଷଜବିତ୍‌ ତଥା ସମାଜସେବୀ, ତ୍ୟାଗୀ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ପରଲୋକ

ଏମ୍‌କେସିଜି ମେଡିକାଲ କଲେଜକୁ ଦାନ କରାଗଲା ମର ଶରୀର ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ଭେଷଜବିତ୍‌ ତଥା ସମାଜସେବୀ, ତ୍ୟାଗୀ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ବୁଧବାର ପ୍ରତ୍ୟୁଷରେ ଗଜପତି ନଗର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫
Read More...

ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଏମ୍
Read More...

ଭଞ୍ଜନଗର ପୋଲିସର ସ୍ୱତନ୍ତ୍ର ଅପରେସନରେ ୯ ଗିରଫ : ୫ ବନ୍ଧୁକ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଆଇନ ବନ୍ଧୁକ ରଖିଥିବା ମାମଲାରେ ଅପରାଧୀଙ୍କୁ ଦମନ କରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ବଡ଼ ସଫଳତା ମିଳିଛି । ଭଞ୍ଜନଗର ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ବେଳେ ୯ ଜଣ ଅଭିଯୁକ୍ତଙ୍କ ଠାରୁ ୫ଟି
Read More...

ଦଶମ ଫେଲ୍ କ୍ୱାକ୍‌ ଡାକ୍ତର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୬ କି.ମି ଦୂରରେ ଥିବା ଏକ ଗାଆଁ ଛତ୍ରପୁର ବ୍ଲକ ପଞ୍ଚାୟତ ବଡ଼ ଆର୍ଜିପଲ୍ଲୀ ଗାଁରୁ ଜଣେ ଦଶମ ଫେଲ କ୍ୱାକ୍‌ ଡାକ୍ତର ବୁଧବାର ଗିରଫ ହୋଇଛନ୍ତି । ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ୍
Read More...

ଛତ୍ରପୁରର ଏ.ଏସ୍.ବି.ଏମ୍.ର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଏ.ଏସ୍.ବି.ଏମ୍. ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଚଳିତ ବର୍ଷ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଏ ନେଇ ଗତ ରବିବାର ଅନୁଷ୍ଠାନ
Read More...