Browsing Tag

bramhapur news

ଛତ୍ରପୁର ସହରର ରାଜାଘର ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାରମ୍ପରୀକ ବିଧିରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ଏହି ଅବସରରେ ପତିତପାବନ ସତସଂଘ
Read More...

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ନକଲି ଡାକ୍ତରଙ୍କ ସହ ସହଯୋଗୀ ମହିଳା : ଜଣେ ଅଙ୍ଗନାବାଡି ଦିଦି ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ନକଲି ଡାକ୍ତରଙ୍କ ସହ ଜଣେ ସହଯୋଗୀ ମହିଳାଙ୍କ ସହ ଜଣେ ଅଙ୍ଗନାବାଡି ଦିଦି ଗିରଫ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ' ମାଗଣାରେ ବି.ଏସ୍‌.ସି.ନର୍ସିଂ କୋର୍ସ ସହ ରହିବା, ଖାଇବା
Read More...

ଏମକେସିଜି ମେଡ଼ିକାଲ ଡ୍ରେନରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆ ନିକଟସ୍ଥ ଏକ ଡ୍ରେନରେ ବର୍ଷା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ତେବେ ଉକ୍ତ ବ୍ୟକ୍ତି ଜଣକ ଜୀବତ ଅଛନ୍ତି କି ନା ନାହିଁ ତାହା ମେଡ଼ିକାଲ ନେଲା ପରେ ବି
Read More...

ବ୍ରହ୍ମପୁର ଇଞ୍ଜିନିୟରିଙ୍ଗ୍ ସ୍କୁଲ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିବାଦ ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ଇଞ୍ଜିନିୟରିଙ୍ଗ୍ ସ୍କୁଲ ନିକଟ ରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦଳିତ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଶାନ୍ତି ପୂର୍ଣ୍ଣ ଭାବରେ ପ୍ରତିବାଦ ସଭା
Read More...

ଗଞ୍ଜାମ ଜାତୀୟ ରାଜପଥରେ ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା ୨ କାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଛତ୍ରପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗୋଟିଏ କାରକୁ ପଛପଟୁ ଆଉ ଗୋଟିଏ କାର ଧକ୍କା ଦେଇଥିଲା । ଦୁଇଟି କାର ଦୁର୍ଘଟଣା ହେବା ପରେ କାରରେ
Read More...

ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୦ତମ ସ୍ମୁତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ମାଉଣ୍ଟ ଆବୁ (ରାଜସ୍ଥାନ) ମୁଖ୍ୟକେନ୍ଦ୍ରର ପ୍ରଥମ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୦ତମ ସ୍ମୁତି ଦିବସ ସର୍ବତ୍ର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ
Read More...

ହିଞ୍ଜିଳି ବ୍ଲକରେ ୮ ମାସ ହେଲା ଉନ୍ନୟନ କାର୍ଯ୍ୟ ଠପ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ହିଞ୍ଜିଳି ବ୍ଲକରେ ଦେଖିବାକୁ ମିଳିଛି, ଅଭାବନୀୟ ଘଟଣା । ବ୍ଲକରେ ଆଠ ମାସ ହେଲା ଉନ୍ନୟନ ମୂଳକ କାମ ଠପ୍ ହୋଇଥିବା ସୂଚନା ମିଳିଛି । ଯାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର
Read More...

ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ସିଙ୍ଗିପୁର ଗ୍ରାମବାସୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ସିଙ୍ଗିପୁର ଗ୍ରାମବାସୀ । ଦଳିତଙ୍କୁ ଅନ୍ୟାୟ ଅତ୍ୟାଚାର ଏବଂ ଦାଦାବଟି ଆଦୟ ଆରୋପରେ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି । ଏନେଇ ଗ୍ରାମବାସୀ ଗଞ୍ଜାମ ପୋଲିସ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଥିବା ଜଣାଯାଇଛି
Read More...

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଛତ୍ରପୁର ଅଞ୍ଚଳରୁ ୩୦୦ରୁ ଅଧିକ ସ୍ୱେଚ୍ଛାସେବୀ ସେବା କାର୍ଯ୍ୟରେ ଅଂଶଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ମୁଖ୍ୟ ଶାସନ ସଚିବଙ୍କଠୁ ଉଚ୍ଚ ପ୍ରଶଂସିତ ହେଇଥିବା ତଥା ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ଭକ୍ତଙ୍କର
Read More...

ଆର୍ଯ୍ୟପଲ୍ଲୀ ସମୂଦ୍ରକୂଳ ଲଙ୍ଘିବା ସମସ୍ୟାନେଇ ବନ୍ଦର ଗେଟ ସମ୍ମୁଖରେ ମତ୍ସ୍ୟଜୀବିଙ୍କ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆର୍ଯ୍ୟପଲ୍ଲୀ ଗାଆଁ ସମୁଦ୍ର ନିକଟତର ହେବାରେ ଲାଗିଛି । ସମୁଦ୍ରକୂଳ ଲଙ୍ଘିବାରେ ଲାଗିଛି । ଏହି ସମସ୍ୟାର ସମ୍ମୁଖୀନ ହୋଇ ଏହି ଅଞ୍ଚଳର ଅଧିବାସୀ ବହୁବାର ପ୍ରଶାସନଠାରେ ଅଭିଯୋଗ କରି ସୁଦ୍ଧା ଆର୍ଯ୍ୟପଲ୍ଲୀ ବାସୀ ବହୁ ହନ୍ତସନ୍ତ ହୋଇଗଲେ । ଏଥିରେ
Read More...