Browsing Tag

bramhapur news

ପିଲାଙ୍କ ପାଇଁ ଦିନଟିଏ : ନିର୍ଭୟା କଢି, ମୋ ଗେହ୍ଲାଝିଅ, ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି…

ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ଭୟା କଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର
Read More...

ଗୋପାଳପୁର ବନ୍ଦର ପକ୍ଷରୁ ଡୁବୁରୀ ଛକଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ସ୍ଥାନୀୟ କଣମଣା ପଞ୍ଚାୟତର ଡୁବୁରୀ ଛକଠାରେ ଉଦ୍‌ଘାଟନ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ
Read More...

ଗଞ୍ଜାମ ଏସ୍‌ପିଙ୍କ ଛତ୍ରପୁର ଆଦର୍ଶ ଥାନା ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମାସ୍ଥ ଛତ୍ରପୁର ଆଦର୍ଶ ଥାନାକୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ପରିଦର୍ଶନ କରି ବିଭିନ୍ନ ଆନୁସଙ୍ଗିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଥାନା ପରିଦର୍ଶନ କରିବା ସାଂଗକୁ ଥାନାର ଅଭାବ
Read More...

ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଅଯୋଧ୍ୟାର ରାମ ଜନ୍ମଭୂମି ଯାଏଁ ପଦଯାତ୍ରା

ଗଞ୍ଜାମ ଜିଲ୍ଲା ସଦରମହକୁମାରେ ସ୍ୱାଗତ ସମ୍ବର୍ଦ୍ଧନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା କାକିନାଡ଼ା ସହର ଅନ୍ତର୍ଗତ ଗୋଚଳମ ଗାଁରୁ ୪ ଜଣ ମହିଳା ଓ ୧୪ ଜଣ ପୁରୁଷ ଭକ୍ତ ଗୋଷ୍ଠୀ ଗତ ଅଗଷ୍ଟ ୨୧ତାରିଖରୁ ରାମ ଜନ୍ମଭୂମି ଅଯୋଧ୍ୟା ଅଭିମୁଖେ
Read More...

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ବ୍ଲକ୍ ସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ

ଛତ୍ରପୁରର ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ମେଳନ ସମ୍ଭାର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତୀ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକ୍ ସ୍ତରୀୟ ଶିଶୁ ପ୍ରତିଭା
Read More...

ବେଙ୍ଗଲୁରୁର ଡାକ୍ତର ଗୋବିନ୍ଦ ନନ୍ଦକୁମାର ସମାଜରେ ଏବେ ବେଶ ଚର୍ଚ୍ଚାର ପରିସରରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ରୋଗୀଙ୍କ ଆଶୁଚିକିତ୍ସା ଓ ଅସ୍ତ୍ରୋପଚାରକୁ ନେଇ ଡାକ୍ତର କେତେ ଯତ୍ନବାନ ହେବା କଥା, ତାହା ଏଠାରେ ପ୍ରତିପାଦିତ ହୋଇଛି । ଆମ ସମସ୍ତଙ୍କୁ ସମ୍ପୃକ୍ତ ଜଣେ ଡାକ୍ତର ଜଣକ ସମାଜକୁ ଉଚିତ ଦିଗଦର୍ଶନ ଦେଇ କରି ଦେଖାଇଛନ୍ତି । ଏଠାରେ ପ୍ରକାଶ ଥାଉକି,
Read More...

ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲା ରୋଟାରୀ କ୍ଲବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ବର୍ଷମାନଙ୍କ ପରି ପାରମ୍ପରିକ ବିଧିରେ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ସମାରୋହରେ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ପ୍ରାଥମିକ
Read More...

ବ୍ୟାଟେରୀଗାଡ଼ି ସୋ-ରୁମରୁ ଗୁଟଖା ଜବତ

• ଜଣେ ଗିରଫ, ଅନ୍ୟଜଣେ ସହଯୋଗୀ ଫେରାର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଞ୍ଚଳର ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ବ୍ୟାଟେରୀ ଗାଡ଼ି ସୋ’ ରୁମରୁ ଗୁଟଖା ଜବତ ହୋଇଥିବା ଜଣାଯାଇଛି । ଘଟଣାରେ ଶନିବାର କାଳୁପାତ୍ର
Read More...

ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନର କଳାବାଲି ପରିବହନକୁ ନେଇ ପୁଣି ବିବାଦ

• ଆନ୍ଦୋଳନକୁ ଓହ୍ଲାଇଲେ ଟ୍ରକ ମାଲିିକ ସଂଘ• ମିଳୁନି କାମ ଧନ୍ଦା : ଫାଇନାନ୍ସ ସୁଜିବେ କେମିତି ? ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠ ମାଟିଖାଲ ଠାରେ ଅବସ୍ଥାପିତ ଭାରତ ସରକାରଙ୍କ ପ୍ରତିଷ୍ଠାନ ଆଇଆରଇଏଲ କମ୍ପାନୀ ପରିସରରେ କଳାବାଲି ପରିବହନକୁ ନେଇ ପୁଣି ବିବାଦ
Read More...

ରାଜପୁର ଗ୍ରାମ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଖାଲି ସ୍ଥାନମାନଙ୍କରେ ସମାଜସେବୀ ଭାଗୀରଥୀ ବେହେରା ଗଛ ଲଗାଇ ସାମାଜିକ ବନୀକରଣ କରିବା ଲକ୍ଷ୍ୟ ନେଇଛନ୍ତି । ସେ କିଛି ଜଣ ସହଯୋଗୀ ସମାଜସେବୀଙ୍କୁ ନେଇ ଏହି କାର୍ଯ୍ୟ ଅନୁକୂଳ କରିଛନ୍ତି । ଗଞ୍ଜାମ
Read More...