ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ପାଳିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଦଳାଠାରେ ଶନିବାର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ଦିବ୍ୟଜୀବନ ସଂଘ ଶାଖା ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରାତଃକାଳୀନ ନଗର ସଂକୀର୍ତ୍ତନ, ଗୀତାପାଠ,!-->…
Read More...
Read More...