Browsing Tag

bramhapur news

ଖଟିଆ-ରାମଚନ୍ଦ୍ରପୁରର ହରିଜନବସ୍ତିର ଦୁର୍ଘଟଣାଗ୍ରସ୍ତ ମୃତକ ଦୁଇ ଜଣ ଯୁବକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବୀ ନେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ ଅଘଟଣ, ସେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଁ ରାସ୍ତାରେ ଆଲୋକ ବ୍ୟବସ୍ଥା ନ ଥିଲା । ବାଟରେ ଅଟକାଇଲେ ଦୁଇଜଣ । କହିଲେ, ପଥର କୁଆଁରିରୁ ପଥର ବ୍ଲାଷ୍ଟ ହେଉଛି । ଟିକିଏ ରହିଯାଅ । ସମୟ ସେତେବେଳେ ପ୍ରାୟତଃ ରାତି ଆଠ ଘଣ୍ଟା ହୋଇଥିବ ।
Read More...

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବରେ ସ୍ୱେଚ୍ଛାସେବୀଙ୍କ ମହନୀୟ ସେବା ପ୍ରଶଂସନୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସ୍ଥିତ ପୂର୍ଣ୍ଣଗିରିଶିଖର ଶୀର୍ଷରେ ଅବସ୍ଥାନ କରିଥିବା ଓଡ଼ିଶାର ବୃହତ୍ତମ ଶକ୍ତିପୀଠ ମା' ତାରାତାରିଣୀଙ୍କ ଚୈତ୍ର ପର୍ବ ଚତୁର୍ଥ ପାଳି ସମାହିତ ହୋଇଯାଇଛି । ଆଦ୍ୟାଶକ୍ତି ଭାବେ ପୂଜିତ ମା'ଙ୍କ ଏହି ଚୈତ୍ର
Read More...

ଆଜିଠୁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା, ବାପ ଘରେ ଦର୍ଶନ ଓ ପୂଜାର୍ଚ୍ଚନା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡ) : ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ି ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାର ରାତିରୁ ଆରମ୍ଭ ହେବ । ମା'ଙ୍କ ଆଗମନ ପାଇଁ ବାପା ଘର କୁହାଯାଉଥିବା ଦେଶୀବେହେରା ସାହିରେ ସମସ୍ତ ପ୍ରସ୍ତୁତି ସରିଛି । ଠାକୁରାଣୀଙ୍କୁ ବାପ ଘରେ ଦର୍ଶନ ଓ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶକୁ ସୁଦୃଢ କରିବା ସକାଶେ ପୋଷଣର ଆବଶ୍ୟକତା ରହିଛି । ପୁଷ୍ଟିକର ସୁସ୍ଥତା ସକାଶେ ଶ୍ରୀ ଅନ୍ନ ବା ମିଲେଟର ଅଭିବୃଦ୍ଧି ଓ ଲୋକପ୍ରିୟତା କରିବା ଜରୁରୀ ହୋଇପଡିଛି । ଗତ ମାର୍ଚ୍ଚ ମାସ ୨୦ ତାରିଖଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ପୋଷଣ
Read More...

ବ୍ରହ୍ମପୁର ମହାନଗରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି

ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁରଙ୍କ ପାଇଁ ଘଟିଛି ଏକ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ୩ ଜୀବନ । କୁକୁରଙ୍କ ପାଇଁ ଘଟିଥିବା ଏହି ଦୁର୍ଘଟଣାର ଦୃଶ୍ୟ ହେଉଛି, ବ୍ରହ୍ମପୁର ମହାନଗରର ଗାନ୍ଧୀନଗର ୭ମ ଲେନର । ସୋମବାର ଦିନ ସକାଳୁ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁରର ନେତ୍ତୃବର୍ଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଅଞ୍ଚଳର ବିଜେପି ନେତ୍ତୃବର୍ଗ ତଥା ବିଧାନସଭାର କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ କିପରି ଆଗାମୀ ଦିନରେ ବିଜୟ ଲାଭ ହେବ ସେ
Read More...

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ : ନାବାଳକଙ୍କ ମଳଦ୍ୱାରରେ ପଶିଗଲା ଶାବଳ

ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ହେଲା ସଫଳ ଅସ୍ତ୍ରୋପଚାର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ଖସିପଡ଼ିବା ବେଳେ ନାବାଳକଙ୍କ ମଳଦ୍ୱାରରେ ଶାବଳ ପଶି ଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା
Read More...

ଅତ୍ୟାବଶ୍ୟକ ଔଷଧର ବର୍ଦ୍ଧିତ ଦର ପ୍ରତ୍ୟାହାର ସମେତ ୧୦ ଦଫା ଦାବୀ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶରେ ଉତ୍କଟ ଦରିଦ୍ରତା ଓ ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆନଯାଇ ବରଂ ନିତ୍ୟ ବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀ ଗୁଡିକର ଦରଦାମ ଦିନକୁ ଦିନ ବୃଦ୍ଧି କରାଯାଉଛି । ଏହି ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧି ବିରୁଦ୍ଧରେ ଆଜି ମାନବ
Read More...

ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମ ପକ୍ଷରୁ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍କଳ ଦିବସ ଓ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମ ପକ୍ଷରୁ ସଂସ୍ଥାନର କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମର ନିର୍ଦ୍ଦେଶକ ମନୋଜ ବିଶ୍ଵାଳ
Read More...

ଗଞ୍ଜାମ ଡିଆରଡିଏ ସମ୍ମିଳନୀ ଗୃହରେ ଓକେସିଏଲ ପକ୍ଷରୁ ଦକ୍ଷତା ସହଯୋଗ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷଠାରେ ରବିବାର ଦିନ ଓକେସିଏଲର ଗଞ୍ଜାମ ଓ ଗଜପତି ଜିଲ୍ଲାସ୍ତରୀୟ ଦକ୍ଷତା ସହଯୋଗ କର୍ମଶାଳା ଆୟୋଜିତ ହୋଇଯାଇଛି । ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ ରେଖା ମହାନ୍ତିଙ୍କ
Read More...