Browsing Tag

bramhapur news

ତରେଇ ପାଟପୁର କଳାକାର ସଂଘ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଲୋକକଳା ଲୋକନୃତ୍ୟ ପରମ୍ପରା ମଧ୍ୟରେ ଦଣ୍ଡନାଚ ଓ ଥିଏଟର୍‌ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ପ୍ରତ୍ୟେକ ଲୋକନାଟ୍ୟ ସାଂସ୍କୃତିକ ପରମ୍ପରା ଯାନିଯାତ୍ରା, ପର୍ବପର୍ବାଣୀ, ଉତ୍ସବାନୁଷ୍ଠାନ ମାନଙ୍କରେ ଏହି ଗ୍ରାମୀଣ ପରମ୍ପରା ମଧ୍ୟରେ
Read More...

ଗୋପାଳପୁର ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବା ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ପକ୍ଷରୁ “ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’ ବିଷୟ ଉପରେ ଗୁରୁତ୍ୱ ରଖି ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ଆର୍ଯ୍ୟପଲ୍ଲୀ ସ୍ଥିତ
Read More...

ଛତ୍ରପୁରଠାରେ ତୃତୀୟ ଓଡିଶା ନାଭାଲ ଟାଟା ହକି ଖେଳାଳୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୃଣମୂଳ ସ୍ତରରେ ରହିଥିବା ହକି ପ୍ରତିଭାମାନଙ୍କୁ ସୁଯୋଗ ଦେବା ନିମନ୍ତେ ୧୬ ବର୍ଷ ବୟସ ବାଳକ ବାଳିକା କ୍ରୀଡାବିତ୍‌ମାନଙ୍କ ଚୟନ ପ୍ରକ୍ରିୟା ଛତ୍ରପୁର ହକି ଖେଳପଡିଆଠାରେ ସୋମବାର ଆରମ୍ଭ ହୋଇଯାଇଛି । ଭାରତୀୟ ହକିର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ
Read More...

ଗଞ୍ଜାମ ସହରର ବିଶିଷ୍ଟ ବ୍ୟବସାୟୀ ଦମ୍ପତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସାନବଜାରର ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଦାସ ଓ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ଦାସଙ୍କ ଆଜି ପୁରୀ ସହରରେ ସଡ଼କ ଜନିତ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗଞ୍ଜାମ ସାନବଜାର ବଣିକସଙ୍ଘର ସଦସ୍ୟ ତଥା ପୁରାତନ ବ୍ୟବସାୟୀ କୋକୋକୋଲା କମ୍ପାନୀର
Read More...

‘ନବୀନ’ ସମ୍ବାଦପତ୍ର ହେଉଛି ପ୍ରତିଷ୍ଠିତ ଲେଖକମାନଙ୍କ ମାର୍ଗଦର୍ଶକ : ୯୪ତମ ସ୍ୱନକ୍ଷତ୍ର ଉତ୍ସବରେ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା "ନବୀନ' କେବଳ ସମ୍ବାଦପତ୍ର ନୁହଁ ବରଂ ପ୍ରତିଷ୍ଠିତ ଓଡ଼ିଆ ଲେଖକମାନଙ୍କ ମାର୍ଗଦର୍ଶକ ହୋଇପାରିଛି ବୋଲି ନବୀନର ୯୪ତମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍‌ ତଥା
Read More...

ଅମରେଶ ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସ୍ମରଣୀକା “ପ୍ରତିଭୂ” ଏବଂ ‘ମୋ-ଡାକ ଟିକଟ’ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଅଧିବକ୍ତା ଅମରେଶ ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଅବସରରେ ସ୍ମରଣିକା "ପ୍ରତିଭୂ" ଏବଂ 'ମୋ-ଡାକ ଟିକଟ' ଉନ୍ମୋଚିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସ୍ମୃତି ସାମାରୋହରେ ମାନ୍ୟବର ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ
Read More...

ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଦେବସ୍ନାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ଆଜି ପୂର୍ବାହ୍ନରୁ ଶ୍ରୀଜୀଉଙ୍କୁ ସ୍ନାନମଣ୍ଡପକୁ ଗୋଟି ପହଣ୍ଡିରେ ଆଣି ବିଜେ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଆଣି ୧୦୮ କଳସରେ ସେବାୟତମାନେ ଦିଅଁଙ୍କ ମହାସ୍ନାନ କରାଇଛନ୍ତି । ସ୍ନାନପରେ ଶ୍ରୀ
Read More...

ଟାକିରିଆ-ବ୍ରହ୍ମପୁରରେ ମା’ କନକଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

- ଶେଷରେ ରାମାୟଣ ମଞ୍ଚସ୍ଥ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଅନ୍ତର୍ଭୁକ୍ତ ଟାକିରିଆ-ବ୍ରହ୍ମପୁରର ମା' କନକଦୁର୍ଗାଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି
Read More...

ଚୋରି ହୋଇଥିବା ୧୮ଟି ସ୍ମାର୍ଟ ମୋବାଇଲ ଫେରସ୍ତ କଲା ହିଞ୍ଜିଳି ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଥାନା ଅଧୀନରେ ବିଭିନ୍ନ ପ୍ରକାର ସ୍ମାର୍ଟ ମୋବାଇଲ ଚୋରି ହୋଇଥିବା ଘଟଣା ସମ୍ପର୍କରେ ଥାନାରେ ବହୁ ପୂର୍ବରୁ ଅଭିଯୋଗ ହୋଇଛି । ଅନେକ ଚୋରୀ ହୋଇଥିବା ସ୍ମାର୍ଟ ମୋବାଇଲ ଗୁଡିକ ମଧ୍ୟରେ ୩୩ଟି ଏନ୍‌ଡ୍ରଏଡ୍ ମୋବାଇଲ
Read More...

୫-ଟି ଅନ୍ତର୍ଗତ ମୋ’ ହସ୍ପିଟାଲ କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ

ଗଞ୍ଜାମ ଜିଲ୍ଲାର ୧୩ ଗୋଟି ଚିକିତ୍ସାଳୟ ୭୭ କୋଟି ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଅନ୍ତର୍ଗତ ମୋ-ହସ୍ପିଟାଲ କାର୍ଯ୍ୟକାରୀ ଉପରେ ରାଜ୍ୟ ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ଚିକିତ୍ସାଳୟ ଗୁଡିକର
Read More...