Browsing Tag

bramhapur news

ସର୍ବାଧିକ ଭୋଟରେ ରାଜ୍ୟ ବାର କାଉନସିଲ ସଦସ୍ୟ ଭାବେ ବିଜୟୀ ହେଲେ ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବାର କାଉନସିଲ ପାଇଁ ହୋଇଥବା ନିର୍ବାଚନରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡା ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ପ୍ରଥମ ରାଉଣ୍ଡରେ ରାଜ୍ୟରେ ସର୍ବାଧିକ ଭୋଟ୍ ପାଇବା ପରେ ମ୍ୟାଜିକ
Read More...

ପଣ୍ୟ କାରବାରରେ ଏବଂ ଦ୍ରୁତଗତିରେ ଲୁହାପଥର ଲମ୍ପ୍‌ସ ଲୋଡିଂରେ ଗୋପାଳପୁର ବନ୍ଦର ଇତିହାସର ଏକ ନୂତନ ଅଧ୍ୟାୟ ସୃଷ୍ଟି…

୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂରେ ଏକ ନୂଆ ରେକର୍ଡ ହାସଲ କରିଛି ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ରାଜ୍ୟର ଅନ୍ୟତମ ଗଭୀରତମ ଗୋପାଳପୁର ବନ୍ଦର ପଣ୍ୟ-କାରବାରରେ ଆମଦାନୀ ଓ ରପ୍ତାନୀରେ, ଲୁହାପଥର ଲୋଡିଂରେ ଏବେ ଖୁବ ସକ୍ରୀୟ ହୋଇଉଠିଛି । ସବୁଦିନିଆ ଭାବେ
Read More...

ସଡ଼କ ଦୁର୍ଘଟଣାରେ ଗୁରୁତର ମୋହନ ସ୍ୱାଇଁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟରେ ସୋମବାର ରାତ୍ରିରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଗୁରୁତର ହୋଇ ଛତ୍ରପୁର ମୁଖ୍ୟ ହସ୍ପିଟାଲକୁ ଆଣାଯାଇ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଗୁରୁତର ଆହତ ମୋହନ ସ୍ୱାଇଁଙ୍କୁ ୧୦୮
Read More...

ବ୍ରହ୍ମପୁର ପୋଲିସ ଜିଲ୍ଲାର ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି ଆଦେଶ ହୋଇଛି । ସେମାନେ ହେଲେ ଦିଗପହଣ୍ଡି ଥାନାର ଏସ୍‌.ଆଇ. ସ୍ୱର୍ଣ୍ଣଲତା ପାତ୍ରଙ୍କୁ ବ୍ରହ୍ମପୁରର ସାଇବର କ୍ରାଇମ ଓ ଅର୍ଥନୀତିକ ଥାନାକୁ ବଦଳି ହୋଇଯାଇଛି ।
Read More...

ଛତ୍ରପୁରସ୍ଥ କାଳିଆବାଲିଠାରେ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୧୬ନମ୍ବର ଜାତୀୟ ରାଜପଥ ଛତ୍ରପୁର ନିକଟସ୍ଥ କାଳିଆବାଲି ଛକ ନିକଟବର୍ତ୍ତୀ ସ୍ଥାନରେ ସୋମବାର ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାମ ବାଳକୃଷ୍ଣ ଦାସ (୪୯)
Read More...

ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ଅଧିବେଶନ

ଟାଟା ପାୱାରର ମନମୁଖି କାର୍ଯ୍ୟ ଉପରେ ବର୍ଷିଲେ ଶ୍ରମିକ ସଂଘର କାର୍ଯ୍ୟକର୍ତ୍ତା ଓ ନେତୃସ୍ଥାନୀୟ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ରାଜ୍ୟ ସଭାପତି ରମେଶ ଚନ୍ଦ୍ର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିଦ୍ୟୁତ ବିଭାଗର ବିଭିନ୍ନ
Read More...

ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ଦେଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ରବିବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ନଂ ୱାର୍ଡର ବ୍ୟାରେକ
Read More...

ପାଲଲହଡା ବିଧାୟକଙ୍କୁ ଛତ୍ରପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ କୁମାରପାଲ୍ଙ୍କୁ ଏକ ଅନ୍ତରଙ୍ଗ ମୂହର୍ତ୍ତରେ ଛତ୍ରପୁର ସର୍କିଟ ହାଉସରେ ବିଜେଡ଼ି ପକ୍ଷରୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପାଲଲହଡା ବିଧାୟକ ମୁକେଶ କୁମାର ପାଲ୍ ଏବଂ
Read More...

ଏଣିକି ଚାଷୀ ସ୍ଥିର କରିବେ କେଉଁ ମିଲରଙ୍କ ଧାନ ଦିଆଯିବ

ଗଞ୍ଜାମଜିଲ୍ଲାର ଦିଗପହଣ୍ଡିର ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଚାଷ ଓ ଚାଷୀ ସମ୍ପର୍କିତ କର୍ମଶାଳା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଚାଷ ଓ ଚାଷୀ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ
Read More...

ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମହିଳା ଗାୟତ୍ରୀ ବେହେରାଙ୍କୁ ବଡ଼ମେଡ଼ିକାଲରେ ବିଧାୟକ ଶ୍ରୀକାନ୍ତ ସାହୁ…

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଛକ ନିକଟରେ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମହିଳା ଗାୟତ୍ରୀ ବେହେରା ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଏମ.କେ.ସି.ଜି ମେଡ଼ିକାଲ ବ୍ରହ୍ମପୁରଠାରେ ଚିକିତ୍ସିତ ହେଉଥିବା ବେଳେ ପୋଲସରା
Read More...