ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ସ୍ଥଗିତ ହେଲା ଆମରଣ ଅନଶନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତ ୨୫ତାରିଖରୁ ଆମରଣ ଅନଶନ ଏବଂ ପ୍ରତିବାଦ ସଭା ଭାରତୀୟ ବିକାଶ ପରିଷଦର ନେତୃତ୍ୱରେ ଚାଲିଆସିଥିଲା । ସୂଚନାଯୋଗ୍ୟ ଯେ, ଆର୍ଜିପଲ୍ଲୀ ଗ୍ରାମର ବସ୍ତିବାସିନ୍ଦାଙ୍କୁ ଘରଢ଼ିହ ପଟ୍ଟା ପ୍ରଦାନରେ ଛତ୍ରପୁର!-->…
Read More...
Read More...