Browsing Tag

bramhapur news

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପାର୍ବଣର ଆଜି ତ୍ରୟୋଦଶ ଦିବସରେ ଅମ୍ବିକା ବେଶରେ ଦେବୀ ଦର୍ଶନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପାର୍ବଣ ସାମାରୋହର ଆଜି ତ୍ରୟୋଦଶ ଦିବସରେ ପହଞ୍ଚିଛି । ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହୋଇ ଆସୁଥିବା ଦେବୀଙ୍କ ଚଳିତବର୍ଷର ଷୋଳଦିନାତ୍ମକ ପୂଜା ଏକ ଚର୍ଚ୍ଚିତ ଇତିହାସର ଗାରିମା
Read More...

ମା’ ରାମାୟଣାମ୍ମା ମନ୍ଦିରରେ ନବରାତ୍ର ପୂଜା ଖୁବ୍‌ ସରଗରମ ହୋଇଉଠିଛି

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ନବରାତ୍ର ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି, ଛତ୍ରପୁର ସହର । ଏହି ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମା ମନ୍ଦିରରେ ନବରାତ୍ର ପୂଜା ଅବସରରେ ଦୈନିକ ବିଧିବଦ୍ଧ ଭାବେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଚାଲିଛି । ମା'ଙ୍କର ଚଳିତ ବର୍ଷ
Read More...

ଛତ୍ରପୁର ଏସଡ଼ିଜେଏମଙ୍କ କୋର୍ଟ ହଲରେ ଜଣେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ପଥର ମାଡ଼

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ସୋମବାର ସକାଳ ୧୦ଟା ୩୫ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ଛତ୍ରପୁର ଏସଡ଼ିଜେଏମ୍‌ଙ୍କ କୋର୍ଟ ହଲରେ ବିଚାରଣା ହେବା କଥାକହି ହଲରେ ଉପସ୍ଥିତ ରହିଥିଲେ । ଏହି ସମୟରେ ବେଞ୍ଚ କ୍ଳର୍କ ଓ ଷ୍ଟେନୋଙ୍କ ଅଗୋଚରରେ ନିଜ ବ୍ୟାଗରେ ରଖିଥିବା ପଥର ଖଣ୍ଡ
Read More...

ମା’ବୀରସିଙ୍ଗୀ ମନ୍ଦିର ପରିସରରେ ଇନ୍ଦିରା ଦାସ ସ୍ମୃତି ସେବାସଦନର ଲୋକର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ବିପୁଲିଙ୍ଗି ସ୍ଥିତ ମା'ବୀରସିଙ୍ଗୀ ମନ୍ଦିର ପ୍ରାଙ୍ଗଣରେ ଇନ୍ଦିରା ଦାସ ସ୍ମୃତି ସେବାସଦନର ଆନୁଷ୍ଠାନିକ ଭାବେ ଲୋକାର୍ପଣ ହୋଇଛି । ଜଣେ ବ୍ରାହ୍ମଣ ପରିବାରଙ୍କ ବଦାନ୍ୟତାରେ ଉକ୍ତ କୋଠାଦାନ ସୂତ୍ରରେ ସୋମବାର ଏହି ଶକ୍ତିପୀଠର ସେବା
Read More...

କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍‌ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ.…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁଜିମା ଉଦ୍ୟାନ ମଧ୍ୟରେ କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ. ଆଉ ଏକ ଚର୍ଚ୍ଚାକୁ ଆସିଛି ବୋଲି କୁହାଯାଇଛି । ସ୍ୱର୍ଗୀୟ ଆତ୍ମନଙ୍କ ୯୨ତମ ଜନ୍ମ ଦିବସ ଅବସରରେ
Read More...

ଅବଦୁଲ କାଲାମଙ୍କ ସ୍ମୃତି ରକ୍ଷା ନିମିତ୍ତ ସବୁଜିମା ଉଦ୍ୟାନ ସହ ପ୍ରତିମୂର୍ତ୍ତିର ଲୋକର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ତତ୍କାଳୀନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ. ଏ.ପି.ଜେ. ଅବଦୁଲ କାଲାମ୍‌ଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସବୁଜିମାଭରା ଉଦ୍ୟାନ ପ୍ଲାନେଟସନ ସହ ଏକ ପ୍ରତିମୂର୍ତ୍ତି ରବିବାର ମଧ୍ୟାହ୍ନରେ ଲୋକର୍ପଣ
Read More...

ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଶାଖା ଏମ୍‌କେସିଜି ମେଡିକାଲ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କର୍ମଚାରୀ ଶାଖା ଏମ୍‌କେସିଜି ମେଡିକାଲ କର୍ମଚାରୀ ସଂଘର ଏକ ବୈଠକ ରବିବାର ସ୍ଥାନୀୟ ନବୀନ ଭବନ ପରିସରରେ ହିନ୍ଦ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)ର ଉପସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡ଼ିଶା ମେଡିକାଲ
Read More...

ସାଇବର କ୍ରାଇମ ରୋକିବା ସମ୍ବନ୍ଧୀୟ ଶେଷ ସଚେତନତା ରାଲି

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ପୋଲିସ ଜିଲ୍ଲାର ମୁଖ୍ୟାଳୟ ଛତ୍ରପୁରଠାରେ ବିଦ୍ୟାର୍ଥୀଙ୍କୁ ନେଇ ସାଇବର କ୍ରାଇମ ଅପରାଧ ନିରୋଧ ସମ୍ପର୍କିତ ଏକ ସଚେତନତାର ଶେଷ ରାଲି ବାହାରିଥିଲା । ସାଇବର କ୍ରାଇମ ରୋକିବା ନିମନ୍ତେ ଶନିବାର ଅନୁଷ୍ଠିତ ଏହି ସଚେତନତା ରାଲିରେ ଛତ୍ରପୁରର
Read More...

ଓଡ଼ିଶା ପରିବେଶ ସମିତି ପକ୍ଷରୁ କ୍ଲୋରୋଫିଲ୍ ସ୍କୁଲ ପରିସରରେ ଚାରା ରୋପଣ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧ ନିକଟସ୍ଥ କ୍ଲୋରୋଫିଲ୍ ସ୍କୁଲ ପରିସରରେ ବୃକ୍ଷଚାରା ରୋପଣ କରାଯାଇଛି । ଏହି ବୃକ୍ଷରୋପଣ
Read More...

ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ସରକାର କହିଛନ୍ତି ଡିସେମ୍ବର ୩୧ ତାରିଖ ସୁଦ୍ଧା ଦାବୀଗୁଡିକର ସମୀକ୍ଷା କରି ପଦକ୍ଷେପ ନିଆଯିବ । ଆନ୍ତଃ ମନ୍ତ୍ରୀସ୍ତରୀୟ
Read More...