Browsing Tag

bramhapur news

ଛତ୍ରପୁରର ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ଦାସୁଡୁ : ସତ୍ୟମ ଗୋଷ୍ଠୀଙ୍କ ସୀମାଞ୍ଚଳ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସେବା ସଂସ୍ଥାନ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସରେ ବ୍ରତପାଳନ ପୂର୍ବକ ଗତ ଶନିବାର ୯୯୯ ପାହାଚ
Read More...

ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ବିଶାଳ ଆଧ୍ୟାତ୍ମିକ ସମାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ରବିବାର ଏକ ବିଶାଳ ଆଧ୍ୟାତ୍ମିକ ସମାବେଶର ଆୟୋଜନ ହୋଇଯାଇଛି । ଏହି ସମାବେଶରେ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଗଞ୍ଜାମ ଗଜପତି
Read More...

ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ : ପୂର୍ବତନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ ବୋଲି ସ୍ଥାନୀୟ ଟାଉନହଲ୍‌ଠାରେ ସାମାଜିକ ନ୍ୟାୟ ଅଭିଯାନ ଓଡ଼ିଶା ପକ୍ଷରୁ ଆୟୋଜିତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରବକ୍ତା
Read More...

ଛତ୍ରପୁରରେ ପାଳିତ ବର୍ଣ୍ଣାଢ଼୍ୟ ସମାରୋହର ଶ୍ୟାମାକାଳୀ ପୂଜା ଦର୍ଶନ କଲେ ଗଞ୍ଜମ ଏସ୍‌ପି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ମା' ଶ୍ୟାମାକାଳୀ ଭକ୍ତ ପୂଜା କମିଟି ଗୋଷ୍ଠୀ ଆନୁକୂଲ୍ୟରେ ଆୟୋଜିତ ଛତ୍ରପୁର ସହରରେ ଶ୍ୟାମାକାଳୀ ପୂଜା ଚଳଚଞ୍ଚଳ ହୋଇଆସିଛି । ନିୟମିତ ପୂଜା ପାଠ ସହ ଘଣ୍ଟ ହୁଳାହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଆସିଛି ଛତ୍ରପୁର ସହର । ଛତ୍ରପୁର ସହରର
Read More...

ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଗଞ୍ଜାମ ଚାଷୀଙ୍କ ହିତ-ସାଧନ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ : ରାଜ୍ୟ କଂଗ୍ରେସ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଗ୍ରାସ କରିଥିବା କହି ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ କୃଷକ ସେଲ୍ । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ କୃଷକ ସେଲ୍ ପକ୍ଷରୁ ଏକ ପ୍ରତିନିଧି ଦଳ ଆସି ଜିଲ୍ଲା ପ୍ରଶାସନ ସହ ଦୀର୍ଘ
Read More...

ବ୍ରହ୍ମପୁର ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଳକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନ ମେଳା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ଭି.ଭି. ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରଙ୍ଗେଈଲୁଣ୍ଡା ବ୍ଳକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା
Read More...

ହତ୍ୟାକାଣ୍ଡର ୧୩ ବର୍ଷ ପରେ କୋର୍ଟଙ୍କ ରାୟ : ଶେରଗଡ଼ ଥାନା ଏସ୍‌.ଆଇ. ମନୋରଞ୍ଜନ ମିଶ୍ର ହତ୍ୟା ଘଟଣାରେ ସୁଶାନ୍ତ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେରଗଡ଼ ଥାନା ଏସ୍‌.ଆଇ. ମନୋରଞ୍ଜନ ମିଶ୍ର ହତ୍ୟା ଘଟଣାର ୧୩ ବର୍ଷ ପୂର୍ତ୍ତିରେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ଆସିକା ଏଡି.ଜେ. ସୁଶାନ୍ତ ବେହେରାଙ୍କୁ ଆଜୀବନ ଜେଲ ଓ ଦୁର୍ଦ୍ଦାନ୍ତ ଅପରାଧୀ କୁହାଯାଉଥିବା ସୁନୀଲ ବେହେରାଙ୍କୁ ନିର୍ଦ୍ଦୋଷରେ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ
Read More...

ଛତ୍ରପୁର ପ୍ରେସ କ୍ଲବ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

କୃତ୍ରିମ ବୁଦ୍ଧିମତା ଯେପରି ମାନବ ସମାଜର କୌଣସି କ୍ଷତିସାଧନ ନ କରିବ ସେ ଦିଗରେ ଧ୍ୟାନ ଦେବା ଜରୁରୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସାମାରୋହ-୨୦୨୩ ଜିଲ୍ଲା ମହକୁମା ଛତ୍ରପୁର ଠାରେ ପାଳିତ ହୋଇଯାଇଛି । ଛତ୍ରପୁର ପ୍ରେସ କ୍ଲବ୍
Read More...

ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଜିଲ୍ଲା ଭାବେ ଘୋଷଣା କରିବାକୁ ଅଖିଳ ଭାରତ କୃଷକ ସଭାର ଦାବୀ

ଜଣେ ଚାଷୀଙ୍କୁ ୫ ହଜାର ଟଙ୍କା ପେନ୍‌ସନ୍‌ ଦିଆଯାଉ ବୋଲି ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧାନ ଫସଲ ଉଜୁଡିଯିବା ସହ ଜମି ଫାଟି ଆଁ କଲାଣି । ଚାଷୀମାନେ କଷ୍ଟପଡ଼ି ହନ୍ତସନ୍ତ ହୋଇଗଲେଣି । ସେମାନଙ୍କୁ କ୍ଷତିପୂରଣ ଦିଆଯାଉ । କୃଷି ଋଣ ଛାଡ଼ କରାଯିବ ପାଇଁ
Read More...