Browsing Tag

bramhapur news

ଋଷିକୂଲ୍ୟାଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ କରିବା ସୁବିଧା ସ୍ୱାଭାବିକ କରିବା ନେଇ ଜିଲ୍ଲାପାଳଙ୍କ ଠାରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ ହୋଇ ପାରୁନଥିବା ହେତୁ ଗଞ୍ଜାମଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗାଡ଼ି ମାଲିକ ସଂଘ । ଗଞ୍ଜାମଜିଲ୍ଲାର ପାଲୁରୁ, ବେଗୁନିଆପଡ଼ା, କୋଦଳା ଓ ଖଲ୍ଲିକୋଟ ଅଞ୍ଚଳର ବାଲି ବ୍ୟବସାୟ କରୁଥିବା ଟ୍ରକ
Read More...

ଭୁବନେଶ୍ୱର ଏଜି ଅଫିସ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାରେ ଅଡିଟ୍ ସପ୍ତାହ ପାଳିତ

ସରକାରଙ୍କ ଆର୍ଥିକ ବ୍ୟୟ ଆକଳନ ଜରୁରୀ- ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ଲୋକ ହିତାର୍ଥ ସତ୍ୟନିଷ୍ଠା”, ଲୋକ ମାନଙ୍କ ହିତ ସାଧନ ଦିଗରେ ସରକାରଙ୍କ ପ୍ରଦତ୍ତ ଅର୍ଥ ବିନିଯୋଗ ହେବାପରେ ସେହି ଅର୍ଥର ସତ୍ୟନିଷ୍ଠ ପ୍ରତିପାଦନ ସମୀକ୍ଷା
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଡଃ. ପ୍ରମୋଦ କୁମାର ତ୍ରିପାଠୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ଓ
Read More...

ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ବ୍ରହ୍ମପୁରଠାରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର
Read More...

ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ନୂତନ ବିଗ୍ରହ ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବୃଷଭ ଏବଂ ନନ୍ଦୀ ଓ ଭୃଙ୍ଗି ନୂତନ ବିଗ୍ରହମାନ ବୁଧବାର ବିଧିବଦ୍ଧ ଭାବେ ସ୍ଥାପନ ହୋଇଛି । ଏହି ଅବସରରେ ମହାଦେବ ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇ ମଙ୍ଗଳବାର ଅଧିବାସ ଆରମ୍ଭ ହୋଇ
Read More...

ଛତ୍ରପୁରର ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମିନିଷ୍ଟାଡିୟମରେ ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଆନୁଷ୍ଠାନିକ ଉଦ୍‌ଘାଟିତ ହୋଇଛି । ଆୟୋଜିତ କୃଷିମେଳାରେ ଉନ୍ନତ ଧରଣର କୃଷି ଯନ୍ତ୍ରପାତି, ସାମଗ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ପାଇଁ ଅଭିନବ ପ୍ରୟାସ କରିବା ପୂର୍ବକ ଏକ
Read More...

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଛତ୍ରପୁର ବ୍ଲକ ଘେରାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଅଫିସ ଘେରାଉ କରାଯାଇଛି । ଅନୁସୂଚିତ ଜାତି ସେଲ୍ ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତ୍ତୃତ୍ୱରେ ଶହସ୍ରାଧିକ ଚାଷୀ, ମୂଲିଆ, ମହିଳା, ନେତା ଓ
Read More...

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଗୋପବନ୍ଧୁ ବୃଦ୍ଧାଶ୍ରମ ତରଫରୁ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୨୧ ତାରିଖରେ ଭୁବନେଶ୍ୱର ସ୍ଥିତ ପାଣ୍ଡରା ଛକ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମଠାରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ପାଳନ ହେବା ସହିତ ନିଶିଗନ୍ଧା ଭାଷା ପ୍ରତଷ୍ଠାନର
Read More...

ଭୋଟର ତାଲିକା ସଂଶୋଧନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ସଦ୍ଭାବନା ସମ୍ମିଳନୀ ପ୍ରକୋଷ୍ଠଠାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପରିଚାଳନା ଅଧିକାରୀମାନଙ୍କର ପ୍ରଶିକ୍ଷଣ ମଙ୍ଗଳବାର ଦିନ ଅନୁଷ୍ଠିତ
Read More...

ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହୋଇଛି । ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିଖିତ ହୋଇଥିବା ଦେଖାଦେଇଛି ।
Read More...