Browsing Tag

bramhapur news

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଧର୍ମନିରପେକ୍ଷତା ଏବଂ ଏହା ପ୍ରତି ଆହ୍ଵାନ ଉପରେ ଏକ ବିଶିଷ୍ଟ ବକ୍ତୃତାର ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ନାତୋକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ଏବଂ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ "ଧର୍ମନିରପେକ୍ଷତା ଏବଂ ଏହା ପ୍ରତି ଆହ୍ଵାନ" ସମ୍ବଳିତ ଏକ ବିଶଷ୍ଟ ବକ୍ତୃତାର ଆୟୋଜନ କରାଯାଇଥିଲା । ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି
Read More...

ଆଇଆର୍‌ଇଏଲ୍ ଏବଂ ଓଡ୍ରାଫ୍ ମିଳିତ କ୍ରମେ ରାଜ୍ୟସ୍ତରୀୟ ମୋକ୍-ଡ୍ରିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିପର୍ଯ୍ୟୟ ପ୍ରସ୍ତୁତିକୁ ନଜରରେ ରଖି ଏକ ସକ୍ରିୟ ପଦକ୍ଷେପ ଆଇଆର୍‌ଇଏଲ୍ (ଇଣ୍ଡିଆ) କାର୍ଯ୍ୟାଳୟ ପରିସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ରାସାୟନିକ ବିପର୍ଯ୍ୟୟ ଉପରେ ଗତ ଜାନୁଆରୀ ୧୧ ତାରିଖରେ ଏକ ରାଜ୍ୟସ୍ତରୀୟ
Read More...

ଆର୍‌ଡିଏକ୍ସ୍‌ ଡ୍ୟାନ୍ସଗ୍ରୁପ ସହ ନଭ୍ୟା ଜୟିତିଙ୍କ ସଙ୍ଗୀତ ନୃତ୍ୟରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଷ୍ଟାଡିୟମ୍ ପରିସରରେ ତିନିଦିନିଆ ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଆଞ୍ଚଳିକ ନୃତ୍ୟଦଳଙ୍କ ମଧ୍ୟରେ ପାରମ୍ପରିକ ଲୋକନୃତ୍ୟ ଯାହା ଛତ୍ରପୁର କଳା
Read More...

‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଘାଟନୀ ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାଷା ବଞ୍ଚିଲେ ଜାତି ବଞ୍ଚିବ, ଓଡ଼ିଆ ଜାତିର ଟେକ ରଖିବାକୁ ହେଲେ ଆମ ମାତୃଭାଷାକୁ ବଞ୍ଚାଇବାକୁ ହେବ । ଆମ ଭାଷା, ଆମ ସଂସ୍କୃତି, ଆମ ଜଗନ୍ନାଥ ସଂସ୍କୃତି ଜଗତରେ ବିରଳ । ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା କରିବା ଦିଗରେ ଆମ୍ଭେ ଯଥେଷ୍ଟ ଭାବେ
Read More...

ନବୀନ ପକ୍ଷରୁ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ନବୀନ କାର୍ଯ୍ୟାଳୟଠାରେ ଓଡ଼ିଆ ଭାଷା ରକ୍ଷକ କାଳଜୟୀ ସାରସ୍ୱତ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୨ତମ ଜୟନ୍ତୀ ପାଳିତ ହୋଇଯାଇଛ । ନବୀନ ସମ୍ପାଦକ ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି
Read More...

ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମ ପରିସରରେ ତିନିଦିନିଆ ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ରବିବାର ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଲୋକକଳା ମହୋତ୍ସବ ସହ
Read More...

ବୀର ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭଞ୍ଜନଗରଠାରେ ପାଳିତ ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୀର ସଂଗ୍ରାମୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ସମାରୋହ ତଥା ରାଜ୍ୟସ୍ତରୀୟ ଉତ୍ସବ ଚଳିତ ବର୍ଷ ଭଞ୍ଜନଗରଠାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ପାଳିତ ହେବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ଏନେଇ
Read More...

ଆଇଆର୍‌ଇଏଲ୍ ପକ୍ଷରୁ ଟାକିରୀୟା ବ୍ରହ୍ମପୁରରେ ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ ହୋଇଯାଇଛି । ଶୁକ୍ରବାର କଣମଣା ଗ୍ରାମପଞ୍ଚାୟତ ଅଧୀନସ୍ଥ ଟାକିରୀୟା ବ୍ରହ୍ମପୁର ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟ
Read More...

ବେଳାଭୂମି ମହୋତ୍ସବକୁ ରାଜନୈତିକ ରଙ୍ଗ ଦିଆନଯାଉ : ଆଇନଜ୍ଞ ପୀତବାସ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଡେରିରେ ହେଲେ ମଧ୍ୟ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋପାଳପୁର ମହୋତ୍ସବ ଆୟୋଜନ କରିବାକୁ ଯେଉଁ ଉଦ୍ୟମ କରିଛି ତାକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ରାଜ୍ୟ ଆଇନଜୀବୀ ପରିଷଦର
Read More...

ଛତ୍ରପୁରରେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍.ଏ.ସି.ରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମଣ ରବିବାର ପରିସମାପ୍ତି ଘଟିଛି । ଶେଷ ଦିବସରେ ୧୩ ନମ୍ୱର ଦେବୀନଗର, ରାମନଗର ଓ ୧୪ ନମ୍ୱର ୱାର୍ଡର ହରିଜନ ସାହି, କୋର୍ଟ ଷ୍ଟେସନ, ଶାନ୍ତିନଗର
Read More...