Browsing Tag

bramhapur news

୩୭ତମ ପୂର୍ବାଞ୍ଚଳ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ-ମହୋତ୍ସବ ‘ଉମଙ୍ଗ-୨୦୨୪’ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଆସିଥିବା ୩୭ତମ ପୂର୍ବାଞ୍ଚଳ ଆନ୍ତଃ-ବିଶ୍ଵବିଦ୍ୟାଳୟ ୫ ଦିନିଆ ଯୁବ-ମହୋତ୍ସବ ‘ଉମଙ୍ଗ ୨୦୨୪’ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ଏହି ଉଦ୍‌ଯାପନୀ
Read More...

ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସଫେଇ କର୍ମଚାରୀଙ୍କ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ
Read More...

ରଙ୍ଗେଇଲୁଣ୍ଡା ବ୍ଲକର ଭାବିନୀପୁର ଗ୍ରାମପଞ୍ଚାୟତରେ ‘ଗ୍ରାମାଞ୍ଚଳ ବିକାଶ ଓ ରୂପାନ୍ତରିକରଣ’…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଭାବିନୀପୁର ଗ୍ରାମପଞ୍ଚାୟତ ଠାରେ "ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତରିକରଣ" କାର୍ଯ୍ୟକ୍ରମ ନିମନ୍ତେ ଆୟୋଜିତ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଓ ଶୋଭାଯାତ୍ରାରେ
Read More...

ରିକାପଲ୍ଲୀ ସାହିରେ ବସିଲା ହନୁମାନ ବିଗ୍ରହ

ବ୍ରହ୍ମପୁର, (କେ. ସତ୍ୟନାରାୟଣରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ୱର ୱାର୍ଡ଼ ରିକାପଲ୍ଲୀ ସାହିରେ ସୋମବାର ସନ୍ଧ୍ୟାରେ ହନୁମାନଙ୍କ ଶିଳା ବିଗ୍ରହ ବସିଲା । ଏହାକୁ ଏକ କ୍ରେନ୍ ସାହାଯ୍ୟରେ ଉଠାଯାଇ ବାସ୍ତୁ ବିଧାନ କ୍ରମେ ବସାଯାଇଛି । ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ମୁକ୍ତା ଯୋଜନାରେ
Read More...

ଛତ୍ରପୁର ବ୍ଲକର ୪ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ଅଞ୍ଚଳ ଭାବେ ଘୋଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଁଗାଁ, ପୋଟ୍ଟଲାମପୁର, ମହାନାଦାପୁର, ନରେନ୍ଦ୍ରପୁର ଆଦି ଚାରୋଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଅଞ୍ଚଳ ଭାବେ ଆନୁଷ୍ଠାନିକ ଭାବେ ଘୋଷିତ ହୋଇଥିବା ଜଣାଯାଇଛି । ଛତ୍ରପୁର ସଦରମହକୁମାସ୍ଥିତ ବ୍ଲକସ୍ତରୀୟ ଯକ୍ଷ୍ମା
Read More...

ଓଡିଶା ପଛୁଆବର୍ଗ ତଥା ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଏସ୍‌ସି-ଏସ୍‌ଟି ପଛୁଆବର୍ଗ ଉଦ୍ୟୋଗୀମାନଙ୍କର ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଓଡିଶା ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍‌ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାୟିତ୍ଵରେ ଥିବା କର୍ତ୍ତବ୍ୟରତ ଅଧିକାରୀଙ୍କୁ
Read More...

ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଳୁଆପଲ୍ଲୀରେ ବିଧାୟକଙ୍କ ଦ୍ଵାର ‘ଆମ ହସ୍ପିଟାଲ’ ଲୋକାର୍ପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଉପକ୍ରମରେ 'ଆମ ହସ୍ପିଟାଲ' ଯୋଜନାରେ ୧୫ଟି ଜିଲ୍ଲାରେ ୭୩ଟି ସରକାରୀ ହସ୍ପିଟାଲକୁ ରୂପାନ୍ତରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏବଂ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ
Read More...

୫-ଟି ଉପକ୍ରମରେ ‘ଆମ ହସ୍ପିଟାଲ’ ଯୋଜନାରେ ଛତ୍ରପୁରର ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଉପକ୍ରମରେ "ଆମ ହସ୍ପିଟାଲ" ଯୋଜନାରେ ୧୫ଟି ଜିଲ୍ଲାରେ ୭୩ଟି ସରକାରୀ ହସ୍ପିଟାଲକୁ ରୂପାନ୍ତରଣ କରାଯାଇଛି । ୫-ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ଯୁବ ମହୋତ୍ସବ ‘ଉମଙ୍ଗ’ର ଦ୍ଵିତୀୟ ଦିବସରେ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ୨୦୨୪ର ଦ୍ୱିତୀୟ ଦିବସରେ ପ୍ରାୟ ୧୦ଟି କ୍ୟାଟେଗୋରିରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଏବଂ ବିଶ୍ଵବିଦ୍ୟାଳୟ ମାନଙ୍କ ଦ୍ଵାରା
Read More...

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଂଘ ପକ୍ଷରୁ ଛତ୍ରପୁରର ରାଜପଥ ଅବରୋଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସଂଯୁକ୍ତ କିଷାନମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ହରତାଳ ଓ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ଛତ୍ରପୁର ସହରର ଲୋୟର ବସଷ୍ଟାଣ୍ଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ସଭା ସହ
Read More...