Browsing Tag

bramhapur news

ରଙ୍ଗେଇଲୁଣ୍ଡା ବ୍ଲକଠାରେ ଗତିଶୀଳ ‘ଲକ୍ଷ୍ମୀ’ ବସ୍ ସେବାର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକଠାରେ ଗତିଶୀଳ ଓଡ଼ିଶା ନବୀନ ଓଡ଼ିଶା ତଥା ୫-ଟି ଅନ୍ତର୍ଭୁକ୍ତ 'ଲକ୍ଷ୍ମୀ' ବସ୍ ସେବାର ଉଦ୍‌ଘାଟନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ
Read More...

ଅନନ୍ୟ କଳା ଦର୍ପଣର ବାର୍ଷିକ ଉତ୍ସବରେ କଳାକାରଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ଅନନ୍ୟ କଳା ଦର୍ପଣର ବାର୍ଷିକ ଉତ୍ସବ ଗତ ଜାନୁଆରୀ ୧୪ ତାରିଖରେ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ଆୟୋଜିତ ଏହି ସାଂସ୍କୃତିକ ସମାରୋହର
Read More...

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ କର୍ମଶାଳା ଗଞ୍ଜାମ ଜିଲ୍ଲାପାଳ
Read More...

ଛତ୍ରପୁର ବ୍ଲକ ତରଫରୁ ୧୮୬ ମିଶନ ଗ୍ରୁପଙ୍କୁ ୮୦ ଲକ୍ଷ ଟଙ୍କା ଋଣ ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ଶୂନ୍ୟ ପ୍ରତିଶତ (୦%)ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ପ୍ରଦାନର ଭର୍ଚୁଆଲ୍ ସମାରୋହର କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ତରଫରୁ ଗଞ୍ଜାମ ଜିଲ୍ଲା ସଂସ୍କୃତି
Read More...

କୁମାରବେଗପଲ୍ଲୀ ଗ୍ରାମରେ ମା’ ସର୍ବମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଆରମ୍ଭ ହୋଇଥିବା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମପଞ୍ଚାୟତ ଅଧିନସ୍ଥ କୁମାରବେଗପଲ୍ଲୀ ଗ୍ରାମରେ ମା' ସର୍ବମଙ୍ଗଳାଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନିମନ୍ତେ ସୋମବାର ଦିନ ପୂର୍ବାହ୍ନରେ ଋଷିକୁଲ୍ୟା ନଦୀରୁ ଜଳ ଅଣାଯାଇ ବର୍ଣ୍ଣାଢ଼୍ୟ
Read More...

ବ୍ରହ୍ମପୁରରୁ ଭୁବନେଶ୍ୱର ପାସେଞ୍ଜର ରେଳ ଟିକେଟ ଅଧା ଦର କମିଲା

ବ୍ରହ୍ମପୁରରୁ ଭୁବନେଶ୍ୱର ପାସେଞ୍ଜର ଓ ମେମୁ ଟ୍ରେନ୍‌ରେ ଯାତ୍ରୀଙ୍କ ପିଛା ଟିକେଟ ଦର ମାତ୍ର ୪୦ଟଙ୍କା ଧାର୍ଯ୍ୟ ହେଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୦ରେ କରୋନା କଟକଣା ପାଇଁ ପାସେଞ୍ଜର ଟ୍ରେନ୍ ହେଉ ଅବା ଏକ୍ସପ୍ରେସ ଟ୍ରେନ୍‌ର ଜେନେରାଲ ବଗିରେ ବସି ଯାତ୍ରୀମାନେ
Read More...

ମାର୍ଚ୍ଚ ପହିଲାରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୮ କିମି ଦୂରବର୍ତ୍ତୀ ଗଞ୍ଜାମ ବ୍ଲକର ନୀଳାଦ୍ରିପୁର ଗ୍ରାମ ନିକଟସ୍ଥ ଧଡା ପାହାଡ଼ ଶୀର୍ଷରେ ଅବସ୍ଥାନ ହୋଇଥିବା ପୁରାଣ ପ୍ରସିଦ୍ଧ ମା'ରାମଚଣ୍ଡୀ ପୀଠର ମହିମା ଅବର୍ଣ୍ଣନୀୟ । ଗଞ୍ଜାମ ଜିଲ୍ଲାର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି
Read More...

ବିଜେପି ସହ ବିଜେଡ଼ିର ବାହାଘର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ବାଟ ଛତ୍ରପୁର ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ସହ ବିଜେଡ଼ିର ବାହାଘର ବର୍ଣ୍ଣାଢ଼୍ୟ ସମାରୋହରେ ଭୋଜିଭାତ ସହ ରବିବାର ଆୟୋଜିତ ହୋଇଯାଇଛି । ଦଳୀୟ
Read More...